“ଗାଁ ଷ୍ଟାଇଲ୍ କଙ୍କଡା ତରକାରି 😋 | ଏମିତି ସ୍ୱାଦ ଯେ ଭାତ ଆପେଆପେ ସେଶ!”
Автор: Ganpradhanvlogs
Загружено: 2026-01-09
Просмотров: 235
Описание:
ଆଜିର ଭିଡିଓରେ ଆମେ ରନ୍ଧିଛୁ ଗାଁ ଷ୍ଟାଇଲ୍ କଙ୍କଡା ତରକାରି 🦀
ଏହି ରେସିପିରେ କୌଣସି heavy ମସଲା ନାହିଁ,
କେବଳ ସୋରିଷ ତେଲ, କିଛି ସରଳ ମସଲା
ଆଉ ଗାଁ ଘରର ପୁରୁଣା ସ୍ୱାଦ ❤️
ଏହି କଙ୍କଡା ତରକାରି ଗରମ ଭାତ ସହିତ ଖାଇଲେ
ଭୋକ ଦୁଇଗୁଣା ବଢ଼ିଯାଏ 😋
ଗାଁ ଖାଦ୍ୟ ପସନ୍ଦ କରୁଥିଲେ
ଏହି ଭିଡିଓ ନିଶ୍ଚୟ ଭଲ ଲାଗିବ।
👉 ଭିଡିଓ ଭଲଲାଗିଲେ Like 👍
👉 ମନପସନ୍ଦ ହେଲେ Share କରନ୍ତୁ
👉 ଏମିତି ଗାଁ ରେସିପି ପାଇଁ Subscribe କରନ୍ତୁ 🙏
#KankodaTarkari
#KankadaRecipe
#OdiaFood
#VillageStyleCooking
#GaunRanna
#TraditionalOdia
#CrabCurry
#OdiaRecipe
#DesiFood
#VillageFood
Повторяем попытку...
Доступные форматы для скачивания:
Скачать видео
-
Информация по загрузке: