ପୁଣି ସୁବାସିନୀଙ୍କ ବିସ୍ଫୋରକ ବୟାନ | BJD MLA Subasini Jena On Odisha Rajya Sabha Election | BJD News
Автор: News18 Odia
Загружено: 2026-03-12
Просмотров: 6305
Описание:
ପୁଣି ସୁବାସିନୀଙ୍କ ବିସ୍ଫୋରକ ବୟାନ | BJD MLA Subasini Jena On Odisha Rajya Sabha Election | BJD News
ନବୀନ ପଟ୍ଟନାୟକ ଆମର ସର୍ବୋଚ୍ଚ ନେତା।ଦଳର ଶୃଙ୍ଖଳା ସହିତ ଅନୁବନ୍ଧିତ। ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ମାନିବି। ସତ୍ରୁପ୍ତ ମିଶ୍ରଙ୍କ ସହ ଦେଖା ହୋଇଛି। ଦତ୍ତେଶ୍ୱର୍ ହୋତାଙ୍କ ସହ ଫୋନ ଯୋଗେ କଥା ହୋଇଛି। ଦଳର ନିଷ୍ପତି ଯାହା ମନିବି। ଓପନ ବ୍ୟାଲଟ,ସବୁ କିଛି ୧୬ ତାରିଖ ସ୍ପଷ୍ଟ ହୋଇଯିବ। ମୁଁ କାହାକୁ ଭୋଟ ଦେବି ସେକଥା କାହିଁକି ଗଣମାଧ୍ୟମ କୁ ଜଣାଇବି। କିନ୍ତୁ ଦଳୀୟ ଶୃଙ୍ଖଳା ସହିତ ଅନୁବନ୍ଧିତ।ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ମାନିବି। ରବି ଜେନାଙ୍କ କଥା ତାଙ୍କୁ ପଚାରିଲେ ଭଲ। ସେ ନେଇ ନବୀନ ପଟ୍ଟନାୟକ ମୋ ସହ ଆଲୋଚନା କରି ନାହାନ୍ତି। ଦିଲ୍ଲୀପ ରାୟ ମୋ ସହ ଆଲୋଚନା କରିନଥିବା କହିଲେ ସୁଭାଷିନୀ। ଗତକାଲି ସୁବାସିନୀଙ୍କ ସ୍ବାମୀ ତଥା ବାଲେଶ୍ବରର ପୂର୍ବତନ ସାଂସଦ ବିଜେପିରେ ଯୋଗ ଦେଇଥିଲେ ।
Naveen Patnaik is our supreme leader. He is affiliated with the party's hierarchy. Naveen Patnaik will respect whatever decision is made. He has met with Satrupat Mishra. He has spoken on the phone with Datteshwar Hota. He will respect the party's decision. Open ballot, everything will be clear on the 16th. I will not disclose to the media who I will vote for. But he is affiliated with the party hierarchy. Naveen Patnaik will respect whatever decision is made. It was good to ask Ravi Jena's opinion. Naveen Patnaik has not discussed this with me. Subhasini said that Dillip Ray has not discussed with her. Yesterday, Subhasini's husband, a former MP from Baleshwar, joined BJP.
#subasinijena #bastabjdmla #RajyaSabha #santruptamishra #ElectionCommission #OdishaNews #BreakingNews #IndianPolitics #RajyaSabhaElection #LatestUpdate #PoliticalNews #IndiaNews #Parliament #news18odia #OdiaNews #odishanews #oriyanews #breakingnews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: