ବରଗଡ଼ରେ ଲୋକ ଅଧିକାର ଯାତ୍ରାର ସାମ୍ବାଦିକ ସମ୍ମିଳନୀ: ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ବିଧାନସଭାରେ ରେଜୁଲେସନ୍ ଦାବୀ
Автор: VIRAL Bargarh
Загружено: 2026-03-03
Просмотров: 118
Описание:
ବରଗଡ଼ ସ୍ଥିତ ସମତା ଭବନରେ National Alliance of People's Movements (NAPM) ଦ୍ଵାରା ଆୟୋଜିତ ଲୋକ ଅଧିକାର ଯାତ୍ରା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜଳ, ଜଙ୍ଗଳ ଓ ଜମି ସହିତ ଓଡିଶାର ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଜନ ଆନ୍ଦୋଳନମାନଙ୍କୁ ଏକତ୍ର କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସମ୍ମିଳନୀରେ Prafulla Samantara, Biswajit Ray ସହ ଅନ୍ୟାନ୍ୟ ଅଗ୍ରଣୀ ନେତାମାନେ ଉପସ୍ଥିତ ଥିଲେ।
Gandhamardan Hills କୁ ନେଇ ସରକାର ସ୍ପଷ୍ଟ ମତ ପ୍ରକାଶ କରୁ ବୋଲି ଦୃଢ଼ ଦାବୀ ହୋଇଥିବା ବେଳେ, ଆଗାମୀ ଦିନରେ ଗନ୍ଧମାର୍ଦ୍ଦନ ସୁରକ୍ଷିତ ରହିବା ପାଇଁ ବିଧାନସଭାରେ ଏକ ରେଜୁଲେସନ୍ ପାସ୍ କରାଯିବାକୁ ଆହ୍ୱାନ କରାଯାଇଛି।
“ଗନ୍ଧମାର୍ଦ୍ଦନ କାହାକୁ ଦେବୁ ନାହିଁ” ବୋଲି ନେତାମନ୍ତ୍ରୀମାନେ କହୁଥିବା ସତ୍ତ୍ୱେ, ଏହା କମ୍ପାନୀଙ୍କ ହାତକୁ ଯିବ କି ସୁରକ୍ଷିତ ରହିବ — ସରକାର ଏହାର ସ୍ପଷ୍ଟତା ଦେଉ ବୋଲି ଦାବୀ ଜୋରଦାର ହୋଇଛି।
#Bargarh #Gandhamardan #NAPM #JalJangalJameen #ViralBargarh#viralbargarh #bargarh#viralbargarh #breakingnews #bargarhnews #bargarh #vrj
Instagram id- https://instagram.com/thalapathy_veer...
Mob No. 9178585697 / 9776585697
Повторяем попытку...
Доступные форматы для скачивания:
Скачать видео
-
Информация по загрузке: