Aa Mo Sathi Aa ll ଆ ମୋ ସାଥି ଆ ll Nandita Bhanja ll Sad Song ll Dedicated to Family of Indian Army
Автор: Studio Waves,Jeypore
Загружено: 2025-08-14
Просмотров: 5442
Описание:
Aa Mo Sathi Aa ll ଆ ମୋ ସାଥି ଆ ll Nandita Bhanja ll Sad Song ll Dedicated to Family of Indian Army
#aamosathiaa
#love
#indianarmy
#indianarmedforces
#independenceday
#odiasong
#brokenheart
#wife
#family
#sadsong
Studio Waves, Jeypore Presents
Song - Aa Mo Sathi Aa (ଆ ମୋ ସାଥି ଆ)
Lyrics :
ସାଥୀର... ସାଥିରେ.... ଆ.. ସାଥିରେ
ଆ ମୋ ସାଥି କାନେ କିଛି କହି ଯା....୨
ତୋ ବାଟ ଚାହିଁ ରହିଛି ମୁହିଁ,
ଫେରିବୁ କେବେ ତୁ ମୁଁ ଜାଣିନାହିଁ-
ଆ ସାଥି ଫେରିଆ... ହୋ ହୋ..
ଆ ମୋ ସାଥି କାନେ କିଛି କହି ଯା....//୦//
ରାତି ଚାହେଁ ଚାହିଁ ଚାହିଁ, ଦିନ ବିତେ ପ୍ରତୀକ୍ଷା ରେ,
ଶେଷ ନାହିଁ ପ୍ରତୀକ୍ଷାର ମନ ଝୁରେ ଝୁରି ମରେ,
କେବେ ଆସିବୁ ଫେରି ମନ ତୋ କଥା ଝୁରେ-୨
ଆ ସାଥି ଫେରିଆ... ହୋ ହୋ..
ଆ ମୋ ସାଥି କାନେ କିଛି କହି ଯା....//୧//
ଝଡ଼ ଆସି ସାଥି କୁ ମୋ ନେଇଗଲା ବହୁଦୂରେ,
ଜୀବନଟା ମରୁଭୂମି ହେଲା ସାଥି ଗଲା ପରେ,
କେବେ ଆସିବୁ ଫେରି ସାଥିରେ ମନ ତୋ କଥା ଝୁରେ,
ଆ ମୋ ସାଥି କାନେ କିଛି କହି ଯା....୨
ତୋ ବାଟ ଚାହିଁ ରହିଛି ମୁହିଁ,
ଫେରିବୁ କେବେ ତୁ ମୁଁ ଜାଣିନାହିଁ-
ଆ ସାଥି ଫେରିଆ... ହୋ ହୋ..
ଆ ମୋ ସାଥି କାନେ କିଛି କହି ଯା....//୨//
SONG CREDITS
Singer - Nandita Bhanja
Lyrics & Composition - Dhiren Mohan Patnaik
Music Arrangements - Subrat Routray
Recording, Mixing & Mastering - Peeyus Patnaik
Recorded At - Studio Waves, Jeypore
CINEMATOGRAPHY
Actor- Dilip Nayak
Actress - Kaberi Mishra
Director - M.D Shariff
Asst. Director - Srikant Dash & Jayant Dash
DOP -A Sai Kumar(Fc Photography)
Asst. DOP - Tushar Patro
Poster Design - P Deepak Kumar
Please Like, Comment, Share & Subscribe to our Channel STUDIO WAVES, JEYPORE
Thank You
Повторяем попытку...
Доступные форматы для скачивания:
Скачать видео
-
Информация по загрузке: