‘ବିଧାୟକଙ୍କ ପାଇଁ ସ୍ୱର ଉଠାଇବାରୁ ନିଲମ୍ବିତ ହେଲି’ | Odisha Reporter
Автор: Odisha Reporter
Загружено: 2026-02-04
Просмотров: 3556
Описание:
#ସ୍ୱର_ଉଠାଇବାରୁ_ନିଲମ୍ବିତ_ହେଲି
ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ ମାନେ ଆଜି ପୁଣିଥରେ ମେଳି କରିଛନ୍ତି । କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ଏକ ହୋଟେଲରେ ବନ୍ଧୁମିଳନ ଆଳରେ ଅରବିନ୍ଦଙ୍କ ପ୍ରାୟ ୭୦ ରୁ ଅଧିକ ସମର୍ଥକ ଏକଜୁଟ ହୋଇଥିଲେ । ନିଲମ୍ବିତ ବିଜେଡି ନେତା କହିଛନ୍ତି ପୁଣିଥରେ ଶଙ୍ଖ ଭବନ ଯିବୁ । ନବୀନଙ୍କୁ ଭେଟି ପୁନଃବିଚାର କରିବା ପାଇଁ କହିବୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #patakura #Kendrapada #BJDmeeting #Arvindmohapatra #supporters
Повторяем попытку...
Доступные форматы для скачивания:
Скачать видео
-
Информация по загрузке: