ARADHANA TUMA ARADHANA II NEW ODIA WORSHIP SONG II 2023
Автор: Babula Khara Official
Загружено: 2023-11-04
Просмотров: 60688
Описание:
SONG : ARADHANA TUMA ARADHANA
GOSPEL SINGER : PS. PINTU BAGH
BRO. BABULA KHARA
SIS. SRIYANKA KULDIP
TRANSLATE LYRICS : BRO. BABULA KHARA
MUSIC ARRANGEMENT : BRO. BAPI SAMAL
RECODING : BK STUDIO RAYGADA
CAMERA : BRO NOBIN SIRKA & BRO. SELIA SIRKA
VIDEO EDITING : BRO BABULA KHARA
SPECIAL THANKS TO LORD JESUS CHRIST
THANKS TO
BRO. UDAY TAKRI & TEAM
MY ALL BROTHER AND SISTER PLEASE WATCH TILL END AND BE BLESSED.
Full Lyrics
👇👇👇👇
ତୁମ ସମ ଏ ଜଗତେ କେହି ନାହିଁ
ତୁମ ବିନା ସାହାରା ମୋ ନାହିଁ କେହି
ରହିଥିବି ତୁମ କୋଳେ ପ୍ରିୟ ମୋର
ତୁମେ ଏକା ସବୁକିଛି ଯୀଶୁ ମୋର...(2)
ଆରାଧନା ତୁମ ଆରାଧନା
ପ୍ରଭୁ ଯୀଶୁ ତୁମ ଆରାଧନା... (2)
ସମର୍ପୁଛି ନିଜକୁ ତୁମରି ହସ୍ତେ
ବାକ୍ୟ ଦେଇ ଧୋଇଦିଅ ପ୍ରଭୁ ମୋତେ
ତୁମରି ଇଚ୍ଛାରେ ମୋତେ କଢାଇ ନିଅ
ପବିତ୍ର ଆତ୍ମାରେ ମୋତେ ଭରିଦିଅ... (2)
ଆରାଧନା ତୁମ ଆରାଧନା
ପ୍ରଭୁ ଯୀଶୁ ତୁମ ଆରାଧନା... (2)
ଚାଲୁଥିବି ସଦା ମୁଁ ତୁମରି ପଥେ
ସାଥି ହୋଇ ଚାଲୁଥାଅ ମୋରି ସାଥେ
ତୁମ ଠାରେ ରହିଥାଉ ମୋ ଭରସା
ରହିଥିବି ହୋଇ ମୁଁ ସ୍ଥିର ସଦା... (2)
ଆରାଧନା ତୁମ ଆରାଧନା
ପ୍ରଭୁ ଯୀଶୁ ତୁମ ଆରାଧନା... (3)
#BabulaKhara
#pintubagh
#aradhana
#Aradhanatumaaradhana
#Newodiaworshipsong2023
#odiaworshipsong
#Jesussong
#Jesus
Повторяем попытку...
Доступные форматы для скачивания:
Скачать видео
-
Информация по загрузке: