ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ; ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ନାରାବାଜି
Автор: Nandighosha TV
Загружено: 2026-02-12
Просмотров: 207
Описание:
#NandighoshaTV #odisha #bjdmp #protest
#ରାଜ୍ୟ_ସରକାରଙ୍କ_ଇସ୍ତଫା_ଦାବି
ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଏବଂ ଶ୍ରୀମନ୍ଦିର ସୁରକ୍ଷା ମଧ୍ୟ ବିପନ୍ନ । ଏହାର ପ୍ରତିବାଦ କରି ଓଡ଼ିଶାର ବିଜେଡି ରାଜ୍ୟସଭା ସାଂସଦ ମାନେ ଆଜି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି କରିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହୋଇଛନ୍ତି । ଏବଂ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛନ୍ତି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: