Miniature Chariots made by Renowned Sand Artist Subala Maharana .
Автор: Odisha News Lens
Загружено: 2020-05-29
Просмотров: 37
Описание:
ବିଶ୍ୱର ସବୁଠାରୁ ଛୋଟିଆ ରଥ ନିର୍ମାଣ ନେଇ ଦାବି କରିଛନ୍ତି ବାଲୁକା ଶିଳ୍ପୀ ସୁବଳ ମହାରଣା | ନନ୍ଦିଘୋଷ ରଥ ର ଓଜନ ୧.୧୪ ଗ୍ରାମ | ଏହା ବିଶ୍ୱର ସବୁଠୁ ଛୋଟିଆ ରଥ ବୋଲି ସେ ଦାବି କରିଛନ୍ତି |
ଏହି ନନ୍ଦିଘୋଷ ରଥ ଭିତରେ ଶୋଭା ପାଉଛନ୍ତି କୁନି ଜଗନ୍ନାଥ । ଲିମ୍ୱ, ବେଲ, ତୁଳସୀ, ଚନ୍ଦନ କାଠ ଇତ୍ୟାଦିକୁ ବ୍ୟବହାର କରି ରଥ ବଣେଇଛନ୍ତି ବୋଲି କହିଛନ୍ତି ସୁବଳ ମହାରଣା |ଏହି ରଥ କୁ ନିର୍ମାଣ କରିବାପାଇଁ ୧୫ ଘଂଟା ୨୦ ମିନିଟ ସମୟ ଲାଗିଥିଲା | ଏହି ରଥର ଉଚ୍ଚତା ୨.୩ ସେଂଟିମିଟର, ଚଉଡା ୧.୯ ସେଂଟିମିଟର , ଓଜନ ୧ ଗ୍ରାମ ୧୪୦ ମିଲିଗ୍ରାମ ।
http://odishanewslens.com/?p=24989
Повторяем попытку...
Доступные форматы для скачивания:
Скачать видео
-
Информация по загрузке: