ଆଜି ଜାଗର ✨ ! Aji Jagara ! Mahashivratri Special Song ! Siba Bhajana 2026...... ! Jay siba sankara !
Автор: Devine chant Studio
Загружено: 2026-02-14
Просмотров: 1300
Описание:
ଆଜି ଜାଗର ✨ ! Aji Jagara ! Mahashivratri Special Song ! Siba Bhajana 2026...... ! Jay siba sankara !
@DevinechantStudio Siba Ratri Special Song. Jadi Apananku Bhala Lage Apana Ama Mananku Support Karanti. Jay Siba Mo Bhai ....🙏❤️
Devine Chant Studio ହେଉଛି ଏକ ଭକ୍ତିମୟ ସଙ୍ଗୀତ ମଞ୍ଚ ।
ଏହି ଚ୍ୟାନେଲ୍ରେ ଥିବା ସମସ୍ତ ଭଜନ, ସଙ୍ଗୀତ, ଭିଡିଓ, ଭିଜୁଆଲ୍ ଓ କନ୍ଟେଣ୍ଟ AI ପ୍ରଯୁକ୍ତିର ସହାୟତାରେ ତିଆରି କରାଯାଇଛି ।
ଆମ ଉଦ୍ଦେଶ୍ୟ —
🙏 ଭକ୍ତି ମାଧ୍ୟମରେ ମନକୁ ଶାନ୍ତି ଦେବା
🙏 ଆତ୍ମିକ ଭାବନାକୁ ଜାଗ୍ରତ କରିବା
🙏 ଭଗବାନଙ୍କ ନାମକୁ ସରଳ ଭାବରେ ପହଞ୍ଚାଇବା
ଏହି ଚ୍ୟାନେଲ୍ରେ ଆପଣ ପାଇବେ —
✨ ଓଡ଼ିଆ ଭଜନ ଓ କୀର୍ତ୍ତନ
✨ ଜଗନ୍ନାଥ, କୃଷ୍ଣ, ରାମ, ଶିବ, ଦୁର୍ଗା ଆଦି ଦେବଦେବୀଙ୍କ ଭକ୍ତିଗୀତ
✨ ଧ୍ୟାନ ଓ ମନଶାନ୍ତି ସଙ୍ଗୀତ
✨ ଭକ୍ତିମୟ ଭିଡିଓ ଅନୁଭବ
⚠️ ଖୟମା ପ୍ରାର୍ଥନା:
ଏହି ଚ୍ୟାନେଲ୍ରେ ପ୍ରସ୍ତୁତ ଭିଜୁଆଲ୍, ଶବ୍ଦ, ଗୀତ ବା ଉଚ୍ଚାରଣରେ ଯଦି ଅଜାଣତରେ କୌଣସି ଭୁଲ୍ ହୋଇଥାଏ, ତେବେ ଆମେ ଭଗବାନ ଓ ସମସ୍ତ ଭକ୍ତଙ୍କୁ ହୃଦୟରୁ ଖୟମା ପ୍ରାର୍ଥନା କରୁଛୁ 🙏
ଆମ ଉଦ୍ଦେଶ୍ୟ କେବଳ ଶୁଦ୍ଧ ଭକ୍ତି ଓ ସମ୍ମାନ ।
👉 ଭକ୍ତିକୁ ଭଲ ପାଉଥିଲେ Subscribe କରନ୍ତୁ
👉 ଭିଡିଓ ଭଲ ଲାଗିଲେ Like, Share & Support କରନ୍ତୁ
Devine Chant Studio – ଯେଉଁଠି ଭକ୍ତି ଓ ପ୍ରଯୁକ୍ତି ଏକାଠି ହୁଏ 🙏
#sivarathiri_whatsapp #siba_bhajan #sibaratri #siblings
Повторяем попытку...
Доступные форматы для скачивания:
Скачать видео
-
Информация по загрузке: