ବିଶିଷ୍ଟ ସାହିତ୍ୟିକା ଓ ଶିକ୍ଷାବିତ ପ୍ରଫେସର ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ...
Автор: Nandighosha TV
Загружено: 2026-02-12
Просмотров: 15
Описание:
#nandighoshatv #odisha #bhubaneswar
ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ। ରାଜ୍ୟ ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଯାଇଛି । ଏହି ସାରସ୍ୱତ ସମାରୋହରେ ୨୦୨୬ ମସିହା ପାଇଁ ବିଶିଷ୍ଟ ସାହିତ୍ୟିକା ଓ ଶିକ୍ଷାବିତ୍ ପ୍ରଫେସର ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ କରାଯାଇଥିଲା ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: