New Odia Christmas Song 2024 | ତ୍ରାଣ କର୍ତ୍ତା ଯୀଶୁ ଜନମ ହେଲେ | Singer , Dk Dharmendra & P Salman...
Автор: P. Salman Official
Загружено: 2024-12-08
Просмотров: 39766
Описание:
Presenting You A Beautiful New Odia Christian Sambalpuri Dance Pattern Song For Christmas From PS OFFICIAL MUSIC. We Hope This Christmas Special Song Will Surely Touch All Your Heart. The Song Is Sung By DK Dharmendra,P Salman In A Very Beautiful And Melodious Style. Lyrics & Music Composition By Hanak Digal And DK Dharmendra
PRAISE THE LORD........ WISHING YOU ALL A MERRY CHRISTMAS...ସମସ୍ତ ଶ୍ରୋତା ମଣ୍ଡଳୀକୁ PS OFFICIAL MUSIC ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ବଡ଼ଦିନ ପାଇଁ ଭେଟି ଦେଉଛୁ ଏକ ନୂତନ ମନଛୁଆଁ "ବଡ଼ଦିନର ଅଭିନନ୍ଦନ" ନାମକ ଏକ ଝୁମିଲା ଗୀତ।
ଏହି ଗୀତକୁ ମୋଧୁର ସୋରରେ ଗାଇଛନ୍ତି DK Dharmendra P Salman ଅତି ମନଛୁଆଁ ଶୈଳୀରେ କଣ୍ଠଦାନ କରିଛନ୍ତି।
ଆଶା କରୁଛୁ ଏହି ନୂଆ "ବଡ଼ଦିନର ଅଭିନନ୍ଦନ" ଝୁମିଲା ଗୀତ ଆପଣ ମାନଙ୍କୁ ନିଶ୍ଚୟ ହୃଦୟକୁ ସ୍ପର୍ଶ କରିବ। ଗୀତକୁ ଶୁଣନ୍ତୁ ଏବଂ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟମାସ୍ ପର୍ବ ପାଳନ କରନ୍ତୁ। ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ କରାଯାଉଥିବା ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
[ SONG CREDITS ]
Song : TRAANA KARTA JISHU JANAMA HELE....
ଗୀତ : ତ୍ରାଣ କର୍ତ୍ତା ଯୀଶୁ ଜନମ ହେଲେ...
Singer : DK Dharmendra
And
P Salman
Lyrics : Hanak Digal
Music composition:
Hanak Digal
And
DK Dharmendra
Music :
Arrangement & Programming : Bapi Samal
Recording & Mix : Ghumura Studio Madanpur
Camera & Edit - Bikash CH Sahoo
Thumbnail:Subash Pradhan
Production:PS OFFICIAL
Banner:PS Official Music
Special Thanks - Ameswar paraseth,Ajay Diga
Contact:8480423457, 8606406158
Lyrics
------------
ଦେଖ ସରଗର ଜଣେ ଦୂତ
ଜଗତେ ଆସିଲେ
ଅତ୍ୟନ୍ତ ଆନନ୍ଦ ଜନକ
ସୁସମାଚାର ଦେଲେ
ଦେଖ ଦାଉଦ ନଗରେ
ଗୁହାଳ କୁଣ୍ଡରେ
ଛୋଟ ସେ ଗ୍ରାମରେ
ମେରୀଙ୍କ କୋଳରେ
ତ୍ରାଣକର୍ତ୍ତା ପ୍ରଭୁ ଯିଶୁ ଜନମ ହେଲେ...2
1: ସେହି କ୍ଷଣି ମେଷ ପାଳକ
ବାହାରି ପଡିଲେ
ବେଥଲିହିମେ ଯୀଶୁଙ୍କର
ଅନ୍ମେଷଣ କରିଲେ
ଯୀଶୁଙ୍କ ଦର୍ଶନେ ଈଶ୍ବରଙ୍କ
ଗଉରବ କଲେ
ସେହି ମହାନ ସନ୍ଦେଶକୁ
ପ୍ରକାଶ କରିଲେ
ଆଜି ଦାଉଦ ...........
2: ଆଶ୍ଚ୍ୟର୍ଯ୍ୟ ମନ୍ତ୍ରୀ ପରାକ୍ରାନ୍ତ
ପରମେଶ୍ବର
ଅନନ୍ତ କାଳୀନ ପିତା ସେ
ଶାନ୍ତି ରାଜା ଆମର
ଆନନ୍ଦରେ ଆଜି ଗାଇବା
ମହିମା ତାଙ୍କର
ପାପମୟ ଅନ୍ଧକାରକୁ
କରିବେ ସେ ଦୂର
ଆଜି ଦାଉଦ ...........
::::::::::::::::::
#newChristmassong2024
#newsuperhithumansagarsong
#Christmasdancingsong
#newsumbelpurchristmassong
#newamitipanisong2024
#jaganmahannagsong
#2024bestsongsChristmas
#newdancingsongs2024
#Christmassongshumansagar
#newsongs2024
#newsuperhitsongs2024
Повторяем попытку...
Доступные форматы для скачивания:
Скачать видео
-
Информация по загрузке: