ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଉଠ ଓ ଦୀପ୍ତିମତୀ ହୁଅ | Arise & Shine | Odia Christian Sermon | Pranita Roul

Автор: Pranita Roul

Загружено: 2026-01-15

Просмотров: 2265

Описание: ଉଠ ଓ ଦୀପ୍ତିମତୀ ହୁଅ | Arise & Shine | Odia Christian Sermon | odia Christian message 2025 | odia christian message kc digal | odia christian message Rajiv daniel | odia christian message jeetu lima | odia christian message live | odia christian message by niranjan turuk | odia christian message by sujit Vardhan


ହେ ଈଶ୍ୱରଙ୍କ ସ୍ତ୍ରୀମାନେ, ଏହା ଉଠିବା ପାଇଁ ଏକ ଡାକ।
ଭଜନ 68:11 କହେ, “ପ୍ରଭୁ ବାକ୍ୟ ଦିଅନ୍ତି; ଶୁଭ ସମ୍ବାଦ ଘୋଷଣା କରୁଥିବା ସ୍ତ୍ରୀମାନେ ଏକ ବଡ଼ ସେନା।” ଏହା କୌଣସି ନିଷ୍କ୍ରିୟ ଡାକ ନୁହେଁ—ଏହା ଏକ ଶକ୍ତିଶାଳୀ ଦିବ୍ୟ ଆଦେଶ। ଆପଣ ବସି ରହିବା ପାଇଁ ଉଦ୍ଧାର ପାଇନାହାନ୍ତି। ଆପଣ ଲୁଚି ରହିବା ପାଇଁ ଚୟନିତ ହୋଇନାହାନ୍ତି। ଆପଣ ନିରବ ରହିବା ପାଇଁ ଅଭିଷିକ୍ତ ହୋଇନାହାନ୍ତି। ସ୍ୱର୍ଗ ଆଜି ସ୍ତ୍ରୀମାନଙ୍କୁ ପୁନର୍ବାର ଦୃଢ଼ ଭାବରେ ଦାଁଡ଼ିବାକୁ ଡାକୁଛି।
ଚର୍ଚ୍ଚର ଆରମ୍ଭରୁ ହିଁ ସ୍ତ୍ରୀମାନେ ଈଶ୍ୱରଙ୍କ ଦିବ୍ୟ କାର୍ଯ୍ୟର କେନ୍ଦ୍ରରେ ରହିଆସିଛନ୍ତି। ପ୍ରେରିତ 1:14 ଆମକୁ ସ୍ମରଣ କରାଏ ଯେ, ସମସ୍ତ ବିଶ୍ୱାସୀ ସ୍ତ୍ରୀମାନଙ୍କ ସହିତ ଏକମନ ହୋଇ ପ୍ରାର୍ଥନାରେ ଲାଗିଥିଲେ, ଯାହାରେ ଯୀଶୁଙ୍କ ମାଆ ମରିଆମ ମଧ୍ୟ ଥିଲେ। ପୁନରୁତ୍ଥାନ ଯେତେବେଳେ ଇତିହାସ ପରିବର୍ତ୍ତନ କଲା, ସେତେବେଳେ ମରିଆମ ମାଗଦାଲେନୀ ପ୍ରଥମେ ଘୋଷଣା କଲେ—“ମୁଁ ପ୍ରଭୁଙ୍କୁ ଦେଖିଛି” (ଯୋହନ 20:18)। ଯେତେବେଳେ ପବିତ୍ର ଆତ୍ମା ଢାଳାଗଲେ, ଈଶ୍ୱର ଘୋଷଣା କଲେ ଯେ ପୁଅମାନେ ଓ ଝିଅମାନେ ଭବିଷ୍ୟଦ୍ବାଣୀ କରିବେ (ପ୍ରେରିତ 2:17)। ଏହି ପ୍ରତିଜ୍ଞା ସମସ୍ତ ଦେହ ପାଇଁ—ଆମେ, ସର୍ବଶକ୍ତିମାନ ପିତାଙ୍କ ଝିଅମାନେ, ସମ୍ପୂର୍ଣ୍ଣ ଭାବେ ଏହାର ଅଂଶ।
ତେବେ ଆମେ କାହିଁକି ଭାବୁଛୁ ଯେ ଆମେ ଈଶ୍ୱରଙ୍କ ରାଜ୍ୟ ପାଇଁ ଆଗକୁ ଆସିବୁ ନାହିଁ? ଆମ ଦାୟିତ୍ୱ କେବଳ ଘର ଓ ସନ୍ତାନ ପର୍ଯ୍ୟନ୍ତ ସୀମିତ ନୁହେଁ—ସେ ଦାୟିତ୍ୱ ଗୌରବମୟ। ଆଜି ପୁରୁଷମାନଙ୍କ ସହିତ ସ୍ତ୍ରୀମାନେ ମଧ୍ୟ କାମ କରୁଛନ୍ତି, ଆୟ କରୁଛନ୍ତି। ତେବେ ଈଶ୍ୱରଙ୍କ କାର୍ଯ୍ୟରେ କେବଳ ପୁରୁଷମାନେ ଆଗକୁ କାହିଁକି? ଯଦି ଆମେ ବାହାରେ କାମ କରିପାରୁ, ତେବେ ଈଶ୍ୱର ପାଇଁ ଆଗକୁ ଆସି କିଛି କରିପାରିବା ନିଶ୍ଚୟ।
ଶାସ୍ତ୍ର ସ୍ପଷ୍ଟ କହେ—ଯେତେବେଳେ ଇସ୍ରାଏଲକୁ ଦିଗନିର୍ଦ୍ଦେଶ ଆବଶ୍ୟକ ଥିଲା, ଦେବୋରା ଉଠିଲେ। ଯେତେବେଳେ ଏକ ଜାତି ଧ୍ୱଂସ ହେବାକୁ ଯାଉଥିଲା, ଏସ୍ତେର କଥା କହିଲେ। ଯେତେବେଳେ ସମାଧି ଖାଲି ଥିଲା, ଏକ ସ୍ତ୍ରୀ ପୁନରୁତ୍ଥାନ ପ୍ରଚାର କଲେ। ଯେତେବେଳେ ଚର୍ଚ୍ଚ ଜନ୍ମ ନେଲା, ସ୍ତ୍ରୀମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟଦ୍ବାଣୀ କଲେ।
ବାଇବେଲ ସ୍ପଷ୍ଟ—ସଙ୍କଟର ପ୍ରତ୍ୟେକ ମୁହୂର୍ତ୍ତରେ ଈଶ୍ୱର ସ୍ତ୍ରୀମାନଙ୍କୁ ବ୍ୟବହାର କରିଛନ୍ତି।
ଏହି ପିଢ଼ି ମଧ୍ୟ ଏକ ଏମିତି ସମୟ।
ହେ ଈଶ୍ୱରଙ୍କ ସ୍ତ୍ରୀମାନେ, ଏହା ନିରବତାର ଋତୁ ନୁହେଁ।
ଏହା ଉଠିବାର ଋତୁ।
ଉଠନ୍ତୁ। କହନ୍ତୁ। ସେବା କରନ୍ତୁ। ରାଜ୍ୟ ଆପଣଙ୍କୁ ଆବଶ୍ୟକ କରୁଛି।


Women of God, this is a call to rise.
Psalm 68:11 declares, “The Lord gives the word; the women who announce the news are a great host.” This is not a passive calling—it is a powerful mandate. You were not saved to sit. You were not chosen to remain hidden. You were not anointed to stay silent. Heaven is calling women to stand boldly for God’s Kingdom.
From the very beginning of the Church, women have been at the center of God’s divine movement. Acts 1:14 reminds us that the early believers were united in prayer together with the women, including Mary, the mother of Jesus. When the resurrection changed history, it was Mary Magdalene who first proclaimed, “I have seen the Lord” (John 20:18). When the Holy Spirit was poured out, God declared that sons and daughters would prophesy (Acts 2:17). The promise was for all flesh—daughters are fully included in God’s outpouring.
God has never limited His work to one gender. When Israel needed direction, Deborah rose. When a nation stood on the brink of destruction, Esther spoke. When the Church was born, women were filled with the Holy Spirit and released in power. Scripture makes it clear: in every critical moment, God has used women mightily.
Today, women are leading, working, and serving in every sphere of society. If we can step forward in the world, we can surely step forward in God’s Kingdom. Our calling goes beyond the household—though that calling is honorable—God is also inviting women to preach, pray, prophesy, and lead according to His purpose.
Women of God, this is not a season of silence.
This is a season of rising.
This generation is a defining moment—and God is calling His daughters to stand.
Rise. Speak. Serve. The Kingdom needs you.

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଉଠ ଓ ଦୀପ୍ତିମତୀ ହୁଅ | Arise & Shine | Odia Christian Sermon | Pranita Roul

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ନାରୀର ଗୁରୁତ୍ୱ | Importance of Woman | Odia Christian Sermon

ନାରୀର ଗୁରୁତ୍ୱ | Importance of Woman | Odia Christian Sermon

ପାପକୁ କିପ୍ରକରେ ଜୟକରିପାରିବା✝️#odiabiblemassage#christianbiblemassage#odiachristianbiblemassage#jesus

ପାପକୁ କିପ୍ରକରେ ଜୟକରିପାରିବା✝️#odiabiblemassage#christianbiblemassage#odiachristianbiblemassage#jesus

📌# SUNDAY LIVE QNS @91 DOUBTS ON TEACHERS/ASPIRANTS-OAVS/LTR  -SSD(OSSSC),JT RECRUITMENT & REGULAR

📌# SUNDAY LIVE QNS @91 DOUBTS ON TEACHERS/ASPIRANTS-OAVS/LTR -SSD(OSSSC),JT RECRUITMENT & REGULAR

ସବୁ ଖ୍ରୀଷ୍ଟିୟାନ୍ ମାନେ ଶୁଣନ୍ତୁ, ବିଶ୍ରାମ ଦିନ ସନିବାର, ରବିବାର ନା ସୋମବାର?🤔 ll ସତ୍ଯ ଜାଣିଲେ ଆଶ୍ଚର୍ୟ୍ଯ ହେବେ😲

ସବୁ ଖ୍ରୀଷ୍ଟିୟାନ୍ ମାନେ ଶୁଣନ୍ତୁ, ବିଶ୍ରାମ ଦିନ ସନିବାର, ରବିବାର ନା ସୋମବାର?🤔 ll ସତ୍ଯ ଜାଣିଲେ ଆଶ୍ଚର୍ୟ୍ଯ ହେବେ😲

Day-11 - Morning Prayer with Ps. Soulwin Thomas || Revival Church Odisha

Day-11 - Morning Prayer with Ps. Soulwin Thomas || Revival Church Odisha

ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ - Odiya Christian message....

ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ - Odiya Christian message....

ବର୍ତ୍ତମାନ ବକ୍ତା ଲିମା ଆଜ୍ଞାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଓ କେଉଁଠି ଅଛନ୍ତି//REV.LIMA-HEALTH CONDITION

ବର୍ତ୍ତମାନ ବକ୍ତା ଲିମା ଆଜ୍ଞାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଓ କେଉଁଠି ଅଛନ୍ତି//REV.LIMA-HEALTH CONDITION

ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି Part-2 #officialmallicksir

ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି Part-2 #officialmallicksir

Karuna maya Christian Odiya Movie ( କରୁଣା ମୟ )

Karuna maya Christian Odiya Movie ( କରୁଣା ମୟ )

ପ୍ରତିଦିନ ବାଇବଲ ପଢ଼ିବା ଜରୁରୀ କାହିଁକି? Benifit of reading Bible daily by Rev Sujit Bardhan

ପ୍ରତିଦିନ ବାଇବଲ ପଢ଼ିବା ଜରୁରୀ କାହିଁକି? Benifit of reading Bible daily by Rev Sujit Bardhan

ସେବା ଓ ଭାଗ୍ୟ ର ଫଳ | Best motivational video | Karuna Path

ସେବା ଓ ଭାଗ୍ୟ ର ଫଳ | Best motivational video | Karuna Path

Intention of life | ଜୀବନର ଅଭିଳାଷ। ଯୌବନର ଅଭିଳାଷରୁ ପଳାୟନ କରିବେ କିପରି?

Intention of life | ଜୀବନର ଅଭିଳାଷ। ଯୌବନର ଅଭିଳାଷରୁ ପଳାୟନ କରିବେ କିପରି?

ଭଗବାନ ରାମ କେମିତି ମଲେ | How did Lord Rama die? | Rev. Kishore Chandra Digal | Odia Christian Message

ଭଗବାନ ରାମ କେମିତି ମଲେ | How did Lord Rama die? | Rev. Kishore Chandra Digal | Odia Christian Message

 ଆମ୍ଭ ନିକଟରେ ପ୍ରାର୍ଥନା କର✝️🙏/#odiabiblemassage/#odiachristianmassge/#christianshortvideo #motivation

ଆମ୍ଭ ନିକଟରେ ପ୍ରାର୍ଥନା କର✝️🙏/#odiabiblemassage/#odiachristianmassge/#christianshortvideo #motivation

ନାରୀ ତତେ ଦୂର ଜୁହାର //nari tate duru juhar//#Odiaserial #telefilm #trending #viralboy-dudul

ନାରୀ ତତେ ଦୂର ଜୁହାର //nari tate duru juhar//#Odiaserial #telefilm #trending #viralboy-dudul

ଖ୍ରୀଷ୍ଟିୟାନ୍ ଓ ମୁସଲମାନ୍ ଭିତରେ କ'ଣ ସବୁ ଫରକ୍ ଅଛି? ll Christian vs Muslim ll Real Truth.

ଖ୍ରୀଷ୍ଟିୟାନ୍ ଓ ମୁସଲମାନ୍ ଭିତରେ କ'ଣ ସବୁ ଫରକ୍ ଅଛି? ll Christian vs Muslim ll Real Truth.

କେତେ କାଳ ସୋଇଥିବେ

କେତେ କାଳ ସୋଇଥିବେ

Best Of humane Sagar Odia Christian Song | Human Sagar Odia Worship Song | Human Sagar Odia song

Best Of humane Sagar Odia Christian Song | Human Sagar Odia Worship Song | Human Sagar Odia song

ଆଜି ବି ମନେପଡ଼େ ହିନ୍ଦୁଙ୍କୁ ନେଇ ବିବେକାନନ୍ଦଙ୍କ ସେ ଭାଷଣ ||charcha tv

ଆଜି ବି ମନେପଡ଼େ ହିନ୍ଦୁଙ୍କୁ ନେଇ ବିବେକାନନ୍ଦଙ୍କ ସେ ଭାଷଣ ||charcha tv

ନୂତନ ବର୍ଷର ପ୍ରତିଜ୍ଞା 2026 | New Year Promises 2026 | Odia Christian Sermon

ନୂତନ ବର୍ଷର ପ୍ରତିଜ୍ଞା 2026 | New Year Promises 2026 | Odia Christian Sermon

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]