ଭାରତରେ କମ୍ପାନୀ ଶାସନ (PART-3)
Автор: Eduvance With Mukesh
Загружено: 2026-01-13
Просмотров: 117
Описание:
ଭାରତରେ ସପ୍ତଦଶ ଶତାବ୍ଦୀର ଶେଷ ବେଳକୁ ବିଭିନ୍ନ ଇଉରୋପୀୟ କମ୍ପାନୀମାନଙ୍କର ଭାରତର ରାଜନୀତିରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥିଲେ, ଏହି video ଟିରେ ମୁଖ୍ୟତଃ ଆମେ ତିନୋଟି କର୍ଣ୍ଣାଟ ସମର, ଚାରିଟି ମହୀଶୂର ସମର, ପଲାସି ଯୁଦ୍ଧ, ବକ୍ସାର୍ ଯୁଦ୍ଧ ସମ୍ପର୍କରେ କିଛି ତଥ୍ୟ ରହିଛି। ଏହି ବିଷୟଟି ସେହି ସମୟର ଇତିହାସ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି।
ଏହି ଭିଡିଓ ଟି ଓଡିଶା ବୋର୍ଡ ରେ ପଢୁଥିବା ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ (ସେମାନଙ୍କ ବାର୍ଷିକ ପରୀକ୍ଷା ତଥା NMMS ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିବ), ଏହା ସହିତ ମଧ୍ୟ ଅନ୍ୟାନ୍ୟ competitive ପରୀକ୍ଷା ପାଇଁ ଓ ଇତିହାସ ପିପାସୁ ପିଲାମାନଙ୍କୁ ମଧ୍ୟ ଅଧିକ ଜାଣିବା ପାଇଁ ସାହାଯ୍ୟ କରିବ ବୋଲି ମୋର ଆଶା।
#historychannel #historias #class8 #class8th #entranceexam #exam #gk #class8 #gkquiz #generalknowledge #ossc #osssc #ias #iasmotivation #currentaffairs #entranceexam #ips #ipsofficer #osssc #mughal #mughalempire #mughalstudio #mughalvlogs #mughalsamrajyakaitihas #ଇଂରେଜ ସରକାର #palasi #buxar #clive #haidarali #tipusultan #competitiveexams #competitive #competitivegaming #riamin #juniorteacherclasses #juniorteacherrecruitment2023odisha #riamin #icds #icds_news #icds_supervisor_promotion_result_date #ssd #ssd
Повторяем попытку...
Доступные форматы для скачивания:
Скачать видео
-
Информация по загрузке: