ବାୟୁରେ ଥିବା ଉପାଦାନ ବିଷୟରେ ଆସ ଜାଣିବା | Air Components for Kids | Science for Kids
Автор: Study with sanju
Загружено: 2025-12-15
Просмотров: 45
Описание:
ଏହି ଭିଡିଓରେ ଆମେ ବାୟୁରେ ଥିବା ଉପାଦାନ ବିଷୟରେ ସହଜ ଓ ମଜା ଭାବରେ ଶିଖିବା।
ପିଲାମାନଙ୍କ ପାଇଁ ଏହା ଏକ ଉପକାରୀ Science ଭିଡିଓ।
👉 ଏହି ଭିଡିଓରେ ଆପଣ ଜାଣିବେ –
• ନାଇଟ୍ରୋଜେନ (Nitrogen)
• ଅକ୍ସିଜେନ (Oxygen)
• କାର୍ବନ ଡାଇଅକ୍ସାଇଡ (Carbon Dioxide)
• ଜଳବାଷ୍ପ ଓ ଅନ୍ୟ ଗ୍ୟାସ
📚 ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାମାନଙ୍କ ପାଇଁ ଉପଯୋଗୀ
👍 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ
#ବାୟୁ #AirComponents #ScienceInOdia #viral #school #syudy #KidsLearning
Повторяем попытку...
Доступные форматы для скачивания:
Скачать видео
-
Информация по загрузке: