“Mahakaal Dakichhanti 🔱 | Odisha to Ujjain Divine Journey | Full Darshan Vlog 🙏”
Автор: SP Namics
Загружено: 2026-02-11
Просмотров: 162
Описание:
ଏହି ଭିଡିଓରେ ଆମେ ପବିତ୍ର ମହାକାଳ ନଗରୀ Shri Mahakaleshwar Jyotirlinga ର ଦିବ୍ୟ ଦର୍ଶନ କରିଲୁ । 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଗୋଟିଏ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ । Bhasma Aarti ଓ ମହାକାଳଙ୍କ ଅଦ୍ଭୁତ ଶକ୍ତି ଅନୁଭବ କରିବାର ଅବସର ମିଳିଲା 🔱
ତାପରେ ଆମେ ଗଲୁ Gadkalika Temple — ଯେଉଁଠାରେ Maa Kalika ଙ୍କ ଶକ୍ତିପୀଠ ରୂପେ ପୂଜା ହୁଏ । କୁହାଯାଏ ମହାକବି କାଳିଦାସ ମାଆଙ୍କ ଆଶୀର୍ବାଦରେ ଜ୍ଞାନ ପାଇଥିଲେ 🙏
ପରେ ଆମେ ଦେଖିଲୁ ଶ୍ରୀକୃଷ୍ଣଙ୍କ ଶିକ୍ଷାସ୍ଥଳ Sandipani Ashram (Krishna Gurukul) । ଏଠି ଭଗବାନ ଶ୍ରୀକୃଷ୍ଣ, ବଳରାମ ଓ ସୁଦାମା ଶିକ୍ଷା ଗ୍ରହଣ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି 📖✨
ଶେଷରେ ଆମେ କରିଲୁ ଶାନ୍ତିମୟ Mangaleshwar Mahadev Temple ର ଦର୍ଶନ । ମଙ୍ଗଳ ଦୋଷ ନିବାରଣ ପାଇଁ ଏଠାରେ ଭକ୍ତମାନେ ପୂଜା କରନ୍ତି ।ଏହି Ujjain Trip ଆମ ପାଇଁ ଗୋଟେ ଦିବ୍ୟ ଓ ଆଧ୍ୟାତ୍ମିକ ଅନୁଭବ ଥିଲା ।
🙏 Jai Mahakal 🔱
📍 Location: Ujjain, Madhya Pradesh
🎥 Odisha to Mahakaal Nagari Yatra
Повторяем попытку...
Доступные форматы для скачивания:
Скачать видео
-
Информация по загрузке: