ପ୍ରଚାର ବେଳେ ନୂଆପଡାର ସମୀକରଣ Nuapada By election | Nuapada News Today | Naveen Patnaik | Mohan Majhi
Автор: News18 Odia
Загружено: 2025-11-07
Просмотров: 103940
Описание:
ପ୍ରଚାର ବେଳେ ନୂଆପଡାର ସମୀକରଣ Nuapada By election | Nuapada News Today | Naveen Patnaik | Mohan Majhi
ପାଖେଇ ଆସୁଛି ନୂଆପଡ଼ା ଉପ ନିର୍ବାଚନ ଭୋଟ୍ ତାରିଖ । ବିଜୟ ପାଇଁ ଜୋର୍ ଲଗାଇଛନ୍ତି ନେତା । ବିଜେଡି ନେତା ସୁବାସ ସିଂ କହିଛନ୍ତି, ନୂଆପଡାବାସୀ ନବୀନଙ୍କୁ ଭଲ ପାଆନ୍ତି ! ସବୁ କ୍ଷେତ୍ରରେ ନବୀନ ବାବୁ ବିକାଶକୁ ଆଗେଇ ନେଇଥିଲେ ! ଏଣୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଶ୍ଚୟ ବିଜୟ ଲାଭ କରିବେ । ବିଜେଡି ପ୍ରତି ଜନ ସମର୍ଥନ ବଢୁଥିବା କହିଛନ୍ତି ସୁବାସ ସିଂ । କଂଗ୍ରେସ ନେତା ସୁରେଶ ରାଉତରାୟ ଦମ୍ଭର ସହ କହିଛନ୍ତି, ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଂଗ୍ରେସ ହେଭିୱେଟ ସେତିକି ଜୋରରେ ପ୍ରଚାର କରୁଛନ୍ତି ।
Nuapada fight in an exciting mode. While raising the issue of Naveen's alleged misconduct during his second campaign in Nuapada, the BJP responded in a different manner. Today, when Naveen was holding a roadshow in Nuapada, Kalpana Dholakia, the wife of the late Rajendra Dholakia, was sitting in a press conference, tearfully saying that the BJD had done a great injustice to her late husband Rajendra. Sitting beside Kalpana, BJP MP Sambit Patra said that when the late Rajendra Dholakia was unwell and needed an air ambulance for treatment, the senior leaders of BJD did not cooperate in this matter.
#nuapadabyelection #nuapadanews #naveenpatnaik #jaydholkia #odianews #news18odia
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Повторяем попытку...
Доступные форматы для скачивания:
Скачать видео
-
Информация по загрузке: