ବିନା ଔଷଧରେ ଭଲ ହେବ ଲୋ ବ୍ଲଡ୍ ପ୍ରେସର୍
Автор: Dr Senapati
Загружено: 2022-12-27
Просмотров: 458132
Описание:
ବିନା ଔଷଧରେ ଭଲ ହେବ ଲୋ ବ୍ଲଡ୍ ପ୍ରେସର୍
#lowbloodpressure
#odiahealthtips
#healthtips
#drsenapati
#odiaviralvideos
#Health
#Fitness
#Heart
#BloodPressure
#DoctorAdvice
#OdiaHealthTips
ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା ଶରୀର ପାଇଁ ସତର୍କ ଘଣ୍ଟି। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା?
ଏହି ଭିଡିଓରେ ରହିଛି,
ଆମ ଶରୀରରେ ହୃତପିଣ୍ଡର କାର୍ଯ୍ୟ କ'ଣ?
ନିମ୍ନ ରକ୍ତଚାପ କ'ଣ? ଏହା ଶରୀରକୁ କିଭଳି ପ୍ରଭାବିତ କରିଥାଏ?
ନିମ୍ନ ରକ୍ତଚାପର କାରଣ ଓ ଲକ୍ଷଣ
ନିମ୍ନ ରକ୍ତଚାପର ଜଟିଳତା
ନିମ୍ନ ରକ୍ତଚାପକୁ କେମିତି କରିବେ ନିୟନ୍ତ୍ରଣ?
ସୁସ୍ଥ ହୃଦୟ ପାଇଁ କ'ଣ ଖାଦ୍ୟ ଖାଇବେ?
Blood pressure builds up in the heart to keep blood circulating in our body. It increases and decreases according to the function of the body.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ Dr senapati ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ Dr senapati ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ।
Dr senapati youtube channel ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
Dr senapati ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Dr senapati is the best health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Thank you 🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: