ଶିକ୍ଷା ର ଅଧିକାର🚸: ଦଳିତ ପିଲାଙ୍କ ସଂଘର୍ଷ | ଏକ ପ୍ରଭାବଶାଳୀ ସ୍କୁଲ ନାଟକ🎭 |
Автор: Tajuddin Mahammad
Загружено: 2026-02-11
Просмотров: 30
Описание:
ନମସ୍କାର ବନ୍ଧୁଗଣ,
ଆଜିର ଏହି ଭିଡିଓରେ PM Shri Asureswar High School ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ଏକ ଅତି ସୁନ୍ଦର ତଥା ଶିକ୍ଷଣୀୟ ନାଟକ "ଶିକ୍ଷା ର ଅଧିକାର" ଦେଖୁବାକୁ ପାଇବେ।
ନାଟକର ବିଷୟବସ୍ତୁ:
ଏହି ନାଟକଟି ସମାଜରେ ଶିକ୍ଷାର ଗୁରୁତ୍ବ ଏବଂ ସାମାଜିକ ସମାନତା ଉପରେ ଆଧାରିତ। ଏଥିରେ ଦର୍ଶାଯାଇଛି ଯେ, କିପରି ଜଣେ ରାଜା ବିଦ୍ୟାଳୟ ପ୍ରତିଷ୍ଠା କରି ମଧ୍ୟ ଦଳିତ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଶେଷରେ ପିଲାମାନେ ନିଜର ଅଧିକାର ପାଇଁ କିପରି ସଂଘର୍ଷ କରୁଛନ୍ତି।
ପ୍ରମୁଖ ବିନ୍ଦୁ:
ବିଦ୍ୟାଳୟ.: PM Shri Asureswar High School
ବିଷୟ: ସାମାଜିକ ନ୍ୟାୟ ଏବଂ ଶିକ୍ଷା ର ଅଧୂକାର
ବାର୍ତ୍ତା: ଶିକ୍ଷା ସମସ୍ତଙ୍କ ପାଇଁ ସମାନ
ଆଶା କରୁଛୁ ଆପଣମାନଙ୍କୁ ଆମ ସ୍କୁଲ ପିଲାମାନଙ୍କର ଏହି ପ୍ରୟାସ ନିଶ୍ଚୟ ଭଲ ଲାଗିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, Like କରନ୍ତୁ । ଏବଂ ଅନ୍ୟମାନଙ୍କ ସହ Share କରନ୍ତୁ ।
#PMShriAsureswarHighSchool
#Education ForAll
#OdiaDrama #SchoolPlay #SocialJustice
#Equality #OdiaNataka #Inspirational
#SchoolEvent@TM-Edutainment
Повторяем попытку...
Доступные форматы для скачивания:
Скачать видео
-
Информация по загрузке: