Bhaktira Swara Season 2 | Music Reality Show | EP 9 | Full Episode | Odia Music | Prathana Life
Автор: Prarthana Life
Загружено: 2026-02-16
Просмотров: 5193
Описание:
ଭକ୍ତି ସଂଗୀତପ୍ରେମୀ ନୂଆ କଣ୍ଠଶିଳ୍ପୀଙ୍କ ପାଇଁ ପ୍ରାର୍ଥନା ଲାଇଫର ସ୍ୱତନ୍ତ୍ର ମଞ୍ଚ "ଭକ୍ତିର ସ୍ୱର Season - 2" | ଦେଖନ୍ତୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୮.୩୦ ରେ, କେବଳ Prarthana Life ରେ |
ଶାସ୍ତ୍ର ମତରେ ନୃତ୍ୟ, ଗୀତ ଓ ବାଦ୍ୟର ସମନ୍ୱୟ ହିଁ ସଂଗୀତ l ସଂଗୀତ କେବଳ ଶୁଣିବାକୁ ଭଲ ଲାଗେ ତାହା ନୁହେଁ ଆମକୁ ଶାଶ୍ୱତ ଧାରାର ପଥକୁ ନେଇଯାଇ ଆନନ୍ଦ ଓ ଶାନ୍ତି ଦେଇଥାଏ ll ସେହି ସଂଗୀତର ଭାବ ଭକ୍ତିକୁ ନେଇ ପ୍ରାର୍ଥନା ଲାଇଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ''ଭକ୍ତିର ସ୍ୱର'' l ଯେଉଁ କାର୍ଯ୍ୟକ୍ରମରେ ଓଡିଶାର ବଛା ବଛା କଳାକାର ତାଙ୍କର ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିବେ ଗୋଟିଏ ମଞ୍ଚରେ ll
#BhaktiraSwara #BhaktiraSwaraSeason2 #OdiaBhajan #OdiaMusicShow #DevotionalSinging #BhaktiShow #OdiaDevotion #BhajanCompetition #OdiaCulture #BhaktiSangeet #SpiritualMusic #OdiaBhakti #BhaktiVibes #BhaktiMusicShow #prarthanalife
Odisha's Leading Entertainment Channel Prarthana Life.
►SUBSCRIBE to Prarthana channel.
/ @prarthanalife
►Like us on Facebook
/ prarthanalife
►Follow us on Instagram
https://www.instagram.com/prarthanali...
► Watch on TarangPlus app :
https://tarangplus.in/devotional-list
Visit our website for further details: www.prarthanatv.in
Повторяем попытку...
Доступные форматы для скачивания:
Скачать видео
-
Информация по загрузке: