Devkund Waterfall 🌊 // ମାଙ୍କ ପାଇଁ ଫୁଲ 🌺 ଗଛ ଟିଏ // Baripada vloger
Автор: Baripada vloger
Загружено: 2025-09-11
Просмотров: 610
Описание:
Devkund Waterfall 🌊 // ମାଙ୍କ ପାଇଁ ଫୁଲ 🌺 ଗଛ ଟିଏ // Baripada vloger
ନମସ୍କାର 🙏
ମୁଁ "Baripada vloger" ଆଶା କରିବି ଆପଣ ମାନଙ୍କୁ ମୋ ଭିଡିଓ ଭଲ ଲାଗୁ ଥିବ ଯଦି ମୋ ଦେଇ କିଛି ବି ତ୍ରୁଟି ରୁହେ ମୋତେ କ୍ଷମା କରିଦେବେ ।।
ଏହି ଭିଡ଼ିଓ ମାଧ୍ୟମ ରେ ମୋର ଗୋଟିଏ ଅନୁରୋଧ ମୁଁ କରୁଥିବା କାମ ରୁ ଯଦି ଆପଣ ମାନେ କିଛି ଶିକ୍ଷ୍ୟା ପାଇ, କାମ ରେ ବ୍ୟବହାର କରୁଛନ୍ତି ମୋ ପାଇଁ ତା ଠାରୁ ଖୁସିର ମୁହୂର୍ତ୍ତ ଆଉ କିଛି ନାହିଁ ।।
ଗୋଟେ ମଣିଷ ର ସୁନ୍ଦରତା ତା ଚେହେରା ରୁ ନୁହେଁ , ତା କର୍ମ ରୁ ଦିଶିଥାଏ ।। ଆସନ୍ତୁ ମିଶିକି ଶପଥ ନେବା ସୁନ୍ଦର Baripada ଆଉ ସୁଦର ସମାଜ ଗଢ଼ିବା 🙏
My youtube channel - / @maa307
My youtube channel - / @mrbabu-r9p
My Facebook page - / 1gznw5kyep
My Instagram ID -
Повторяем попытку...
Доступные форматы для скачивания:
Скачать видео
-
Информация по загрузке: