ଜୀବିତ ଯୀଶୁଙ୍କର ଆରାଧନା||Jibita Jisunkara Aaradhana|Odia Christian Song|JIBIT PRADHAN & RIBAN PRADHAN
Автор: DEEPAK MUSIC OFFICIAL CHANNEL
Загружено: 2025-04-25
Просмотров: 41154
Описание:
ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ
ସମସ୍ତ ଖ୍ରୀଷ୍ଟୀୟ ଦାସ ଦାସୀ ଓ ବିଶ୍ଵାସୀ ଭାଇ ଭଉଣୀ ମାନଙ୍କୁ DEEPAK MUSIC OFFICIAL CHANNEL ତରଫରୁ ଖ୍ରୀଷ୍ଟ ପ୍ରେମ ନମସ୍କାର🙏 Praise The Lord 🙏🙏
**ଆମ Deepak Music Official Channel ରେ
ଏକ ସୁନ୍ଦର ଗୀତ ମୁକ୍ତିଲାଭ ହୋଇଛି । ଏହି ଗୀତକୁ କଣ୍ଠଦାନ କରିଛନ୍ତି
SINGER : JIBIT PRADHAN & RIBAN PRADHAN
ଏହି ଗୀତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆଧାରିତ :
Revelation 1 : 18
ପଦରେ ପ୍ରଭୁ ଯୀଶୁ କହନ୍ତି;
ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।
and the one who lives. I was dead, but look, I live forever! And I have the keys of death and of Hades.
ଏହି ପଦ ପ୍ରମାଣ କରେ ଯେ ଯୀଶୁ ଖ୍ରୀଷ୍ଟ ଜୀବିତ ପରେମଶ୍ବର ଅଟନ୍ତି, ପୁଣି ଯେ ମୁତ୍ୟୁରୁ ସ୍ୱୟଂଜୀବିତ ଅଟନ୍ତି । ତେଣୁ ମୁଁ ତାଙ୍କରି ଆରାଧନା ବା ଉପାସନା କରେ ।
Hebrew 13 : 8
ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି ।
Jesus Christ is the same yesterday, today, and forever.
John 1 : 1
ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ ।
In the beginning was the Word, and the Word was with God, and the Word was God.
Psalms 34 : 18
ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି
ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।
Yahweh is close to the brokenhearted,
and he saves those who are crushed in spirit.
Psalms 46 : 1
ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ,
ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।
God is our refuge and strength,
a very present help in trouble.
John 14 : 6
ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।
Jesus said to him, "I am the way, the truth, and the life; no one comes to the Father except through me.
ପ୍ରିୟର ମୋର ଭାଇ ଭଉଣୀ ମାନେ ଆସୁ ଆମେ ସେହି ଜୀବିତ ଯୀଶୁଙ୍କର ଆରାଧନା କରୁ , ସତ୍ୟରେ ଓ ଆତ୍ମାରେ ମନ ପ୍ରାଣ ଦେଇ ଆରାଧନା କରୁ ।
ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ,
ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ।
Let us enter his presence with thanksgiving;
let us sing to him with psalms of praise.
= ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିୟ ଏହି ଗୀତ ଭଲ ଲାଗିବ ।
Praise The lord 🙏
Tittle : ଜୀବିତ ଯୀଶୁଙ୍କର ଆରାଧନା
Jibita Jisunkara Aaradhana
Singer : Ev Jibit Pradhan and Riban Pradhan
Lyrics & Music : Ev Jibit Pradhan
( 7735857532 )
Music Arrangement : Subham Shamal
(Bapi Shamal)
Producer : Deepak Pradhan
( 8763765945 )
D.O.P & Edit : Ambram Ganta
( 7978442896 )
Record & Mixing : MRR STUDIO CTC
Thumbnail : Sangram Paricha
Special Thanks : Ps Arvind Digal & Pasunga Pradhan
Lyrics
ଜୀବିତ ଯୀଶୁଙ୍କର ଆରାଧନା ମୁଁ କରେ -୨
ଯେ ଥିଲେ, ଯେ ଅଛନ୍ତି, ଯେ ସର୍ବଦା ରହିବେ
ସେ ଆଦି, ସେ ଅନ୍ତ, ସେ ଆରମ୍ଭ, ସେ ହିଁ ଶେଷ
ସେ ସୟମ୍ଭୁ ପରମେଶ୍ଵର...
ଜୀବିତ ଯୀଶୁଙ୍କର...
=} ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ବର ଥିଲେ
ମାନବ ରୂପ ଧରି ମରତ୍ତେ ବାସ କଲେ ...୨... ହ..
ମାନବର ସବୁ ପାପ ନିଜ ଉପରେ ବୋହି ନେଲେ
କୃଶ କାଠେ ପରାଣ ଦେଇ ପରିତ୍ରାଣ ଆଣିଦେଲେ
ମୃତ୍ୟୁଞ୍ଜୟୀ ପରମେଶ୍ଵର...
ଜୀବିତ ଯୀଶୁଙ୍କର....
୨
=} ଅଶାନ୍ତ ଜୀବନେ ଶାନ୍ତି ଆଣି ଦେଲେ
ନିରାଶା ମନରେ ଆଶା ଭରି ଦେଲେ.... ହ...
ଦୀନହିନଙ୍କର ଆଶ୍ରୟ ସହାୟ
ପାପିଜନଙ୍କର ମୁକତି ଦାୟକ
ସେ ହିଁ ପଥ ସେ ହିଁ ସତ୍ୟ ସେ ଅଟନ୍ତି ଜୀବନ
ତାଙ୍କଠାରେ ବିଶ୍ଵାସ କଲେ ମିଳେ ଅନନ୍ତ ଜୀବନ
ସେହି ଏକା ଯୀଶୁଙ୍କ ନାମେ
ଜୀବିତ ଯୀଶୁଙ୍କର....
( ସମାପ୍ତ )
#christiansongJibitajisunkraaardhana
#odiachristiancoversong
#Deepakpradhan
#Jibitpradhan
#Ribanpradhan
#Odiasong
#Jesuschristiansong
TRANSCRIPT
Повторяем попытку...
Доступные форматы для скачивания:
Скачать видео
-
Информация по загрузке: