Kanhiki Hue Re Prema | କାହିଁକି ହୁଏ ରେ ପ୍ରେମ | Humane Sagar | Kumar Tapas | Official Video
Автор: 7 Tunes Music
Загружено: 2023-05-25
Просмотров: 368564
Описание:
Kanhiki Hue Re Prema ?
କାହିଁକି ହୁଏ ରେ ପ୍ରେମ ?
Odia Sad Song
Song Name: Kanhiki Hue Re Prema
🎵Song - କାହିଁକି ହୁଏ ରେ ପ୍ରେମ ?
Singer - Humane Sagar
✒Lyrics - Milan Mohapatra
🎶Music - Kumar Tapas (7978491655)
🎹key Programming- Sai Laxman
🥁Rhythm - Ds Debashis ( Suman)
🖥️Rec - Pradeep
Mixing - Sundaram ( Prativa Studio)
📽️Dop & Edit - Pk Prashant
Banner - 7 Tunes Music
Digital Partner: ALYFA International
Creative Head: Mohit Shreekant
Kanhiki Hue Re Prema ( Female Version )
• Kahinki Hue Re Prema | କାହିଁକି ହୁଏ ରେ ପ୍ରେ...
You can also Listen:
YTmusic: • KANHIKI HUE RE PREMA
Spotify: https://open.spotify.com/track/1qc4rG...
Jio Sawan: https://www.saavn.com/s/song/english/...
ଗୀତ:-
ଜୀଇଁ ବାକୁ ଦେ ମୋତେ ଜୀଇଁ ବାକୁ ଦେ
ଏକା ଏକା ତୋ ବିନା ରହିବାକୁ ଦେ
ଫେରିବାକୁ ଦେ ମୋତେ ଫେରିବାକୁ ଦେ
ଧୋକା ଧୋକା ଜୀବନରେ ଜଳିବାକୁ ଦେ
ପ୍ରେମରେ ହାରିଚି ଯିଏ ପ୍ରେମକୁ ବୁଝିଛି ସିଏ
ପ୍ରେମରେ ଜଳିଛି ଯିଏ ପ୍ରେମକୁ ମାପିଚି ସିଏ
ପ୍ରତି ମୁହୂର୍ତ୍ତରେ ପ୍ରେମ ପରୀକ୍ଷାର ରୁପନିଏ
କାହିଁକି ହୁଏରେ ପ୍ରେମ କାହିଁକି ହୁଏ (୪ଥର)
ସାରୁ ପତରରେ ପାଣିକୁ ରଖିବା ଯେମିତି ସମ୍ଭବ ନୁହେଁ
ମିଛ ହୃଦୟରେ ସତ ପ୍ରେମକୁ ମାପିବା ସହଜ ନୁହେଁ
ହୋ ଓ ଟଙ୍କା ଦେଇ ସିନା ସବୁ କିଣି ହୁଏ
ମନ ତ କିଣି ହୁଏନା
କିଣା ବିକା ନେଇ ଦୁନିଆ ଭିତରେ
ପ୍ରେମ ତ ଜୀଇଁ ପାରେନା
ଲୁହକୁ ପିଇଛି ଯିଏ ଲୁହକୁ ବୁଝିଛି ସିଏ
ଲୁହରେ ଭାସିଚି ଯିଏ ଲୁହକୁ ଚିହ୍ନିଚି ସିଏ
ପ୍ରତି ମୁହର୍ତ୍ତରେ ପ୍ରେମ ପରୀକ୍ଷାର ରୂପ ନିଏ
କାହିଁକି ହୁଏରେ ପ୍ରେମ କାହିଁକି ହୁଏ (୪ଥର)
ନଇ ପାଣି ଯେତେ ଗୋଳିଆ ହେଲେବି
ସାଗର ଫେରାଏ ନାହିଁ
ପ୍ରେମିକା ଯେତେ ରେ ଧୋକା ଦେଲେବି
ପ୍ରେମିକ ତ ଯାଏ ରେ ସାହି
ହୋ ଓ କାଠି କୁଟା ନେଇ ବାଇଆ ଚଢ଼େଇ
ବାନ୍ଧେରେ ବସାଟି ତାର
ସେ କି ଜାଣିଚି ପବନ ଉଡେଇ
ନେବରେ ବସାକୁ ତାର
ମନରେ ରହିଛି ଯିଏ ମନକୁ ଜାଳୁଛି ସିଏ
ମନରୁ ଖୋଜିଛି ଯିଏ ମନରୁ ମାରିଛି ସିଏ
ପ୍ରତି ମୂହର୍ତ୍ତରେ ପ୍ରେମ ପରୀକ୍ଷାର ରୂପ ନିଏ
କାହିଁକି ହୁଏ ରେ ପ୍ରେମ କାହିଁକି ହୁଏ (୪ଥର)
_________________________________________
#kanhiki_hue_re_prema #humane_sagar ##kumar_tapas #sad_song #new_song #7_tunes #odia_song #broken_heart_song #viralsong #odia_sad_song
// ANTI-PIRACY WARNING //
The content is copyrighted to ALYFA International (on behalf of 7 Tunes Music). Any unauthorised reproduction, redistribution or re-upload without permission is strictly prohibited of this materials. Legal action will be taken.
©® @7tunesmusic
Повторяем попытку...
Доступные форматы для скачивания:
Скачать видео
-
Информация по загрузке: