Abadha Chhadi Bantuchha Khiri | New Alaranath Bhajan | Purnachandra Panda | Satyapriya Production |
Автор: Satyapriya Production
Загружено: 2023-06-15
Просмотров: 411064
Описание:
Alaranath New Special Bhajan-
"ଅବଢ଼ା ଛାଡି ବାଣ୍ଟୁଛ କ୍ଷୀରି"
Singer : Purnachandra Panda
(Tarang Voice Of Odisha Season 4 Winner)
Music : Satyapriya
Lyrics : Satyapriya
Programming : Kumar Jitu
Recorded by : Pabitra Studio, Ctc
DOP : Chiku
Edit : Creative Kailash
Poster : Creative Graphics
Special Thanks : Deepak Vision
Producer : Malini Dalai (Vice Chairman of
Brahmagiri)
Channel Contact : 6371296169
ସ୍ନାନ ପୂର୍ଣ୍ଣିମାରେ ଶହେ ଆଠ ଥର ସୁନା କଳସରେ ସ୍ନାନ କରିବା ପରେ ମହାପ୍ରଭୁଙ୍କୁ ଜ୍ଵର ହୋଇଥାଏ ଦେହ ଅସୁସ୍ଥ କାରଣରୁ ଜଗନ୍ନାଥ ଅଣସର ଘରେ ଚିକିତ୍ସାରେ ରୁହନ୍ତି ଏବଂ ସେହି ପନ୍ଦର ଦିନ ସେ ନିଜର ଦ୍ୱିତୀୟ ସ୍ୱରୂପ ପ୍ରଭୁ ଅଲାରନାଥ ଙ୍କ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି...
ଏହି ଅଣସରର ଅଦ୍ଭୁତ ମାହାତ୍ମ୍ୟ ଏବଂ ଅଲାରନାଥ ଙ୍କର ଅପୂର୍ବ ମହିମା ବିଷୟରେ ପ୍ରସ୍ତୁତ ଏହି ସୁନ୍ଦର ଅଲାରନାଥ ଭଜନ ଟି ଆଶା କରୁଛୁ ଏହା ଆପଣମାନଙ୍କୁ ନିହାତି ଭଲ ଲାଗିବ...ଜୟ ଜଗନ୍ନାଥ🙏 ଜୟ ଅଲାରନାଥ... 🙏
#abadhachhadibantuchhakhiri #abadhachhadi
#bantuchhakhiri #jagannathbhajan #rathayatra #odianewbhajan #alaranathbhajan #satyapriyaproduction
✍️Full Lyrics ✍️
----------------------------
ପୁରୀରେ ଖୋଜିଲି - ପାଇଲିନି ତତେ
ଶୁଣିଲି ଆସିଛୁ ତୁ ବ୍ରହ୍ମଗିରି....
ଅବଢ଼ା ଛାଡି ବାଣ୍ଟୁଛ ଖିରି
ଅଲାରନାଥ ବେଶକୁ ଧରି...
ଦାରୁବ୍ରହ୍ମ ଛାଡି - ଶିଳାରେ ଶୋଭିତ
ଶଙ୍ଖ, ଚକ୍ର, ଗଦା, ପଦ୍ମ କୁ ଧରି....
ଅବଢ଼ା ଛାଡି ବାଣ୍ଟୁଛ ଖିରି
ଅଲାରନାଥ ବେଶକୁ ଧରି...
Music :
-------------
ବାପା ମୋର ଯାଇଛନ୍ତି କାର୍ଯ୍ୟ ପାଇଁ ବାହାରକୁ
ଆଣିଛି ମୁଁ ତୁମ ପାଖେ ଖିରି ଲାଗି କରିବାକୁ...
...................
ଜଣାନାହିଁ ବେଦପାଠ ଜଣାନାହିଁ ପୂଜାକରି
ଛୋଟ ଛୁଆ ଡାକିଦେଲା ଆସି ଖାଇଦେଲ ଖିରି
ଦହଡ଼ କ୍ଷୀରିରେ-ଦେହ ପୋଡିଦେଲ
ରଖିଗଲ ଭକ୍ତ ଲୀଳା ତୁମରି....
ଅବଢ଼ା ଛାଡି ବାଣ୍ଟୁଛ ଖିରି
ଅଲାରନାଥ ବେଶକୁ ଧରି....
Music :
-------------
ଭକ୍ତ ଶ୍ରେଷ୍ଠ ଶ୍ରୀଚୈତନ୍ୟ ନଦେଖି ଶ୍ରୀମନ୍ଦିର ରେ
ବିଚାରିଲେ ଜୀବନକୁ ସମର୍ପିବେ ସମୁଦ୍ରରେ
..............
ଦୂତ ଦ୍ଵାରା ଦର୍ଶାଇଲ ଆସିଥିଲେ ବ୍ରହ୍ମକ୍ଷେତ୍ର
ଦେଖିଥିଲେ ଅଦଭୂତ ଭିନ୍ନ ଏକ ଜଗନ୍ନାଥ
ସାଷ୍ଟାଙ୍ଗ ମୁଦ୍ରାରେ - ତଳେ ଲୋଟିଗଲେ
ତରଳିଲା ସ୍ଥଳ ଶୀଳା ତୁମରି...
ଅବଢ଼ା ଛାଡି ବାଣ୍ଟୁଛ ଖିରି
ଅଲାରନାଥ ବେଶକୁ ଧରି....
******* ସମାପ୍ତ *******
LIKE | COMMENT | SHARE | SUBSCRIBE
ANTI-PIRACY WARNING *
This content is Copyright of "SATYAPRIYA PRODUCTION".Any unauthorized reprouduction, re distribution or re upload is strictly prohibited of this content. Legal action will be taken against those who violet the copyright of this content
🙏🙏🙏THANKS FOR VISITING!🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: