ମାଡ଼ିଆସି ଥାନା ଘେରିଗଲେ | Odisha Reporter
Автор: Odisha Reporter
Загружено: 2026-01-29
Просмотров: 367
Описание:
ନୂଆପଡ଼ା ଜିଲ୍ଲା ବୋଡେ଼ନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସିଆରସିସି ଦିଲୀପ ସୁନାଙ୍କୁ ମାଡ଼ ମରା ଘଟଣାରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବୋଡେ଼ନ ଥାନା ଘେରାଉ କରିଛି ଲିବେରାଲ୍ ଡେମୋକ୍ରେଟିକ ଏସୋସିଏସନ୍ ବା ଏଲଡିଏ । ଗତ ୨୬ ତାରିଖ ଦିନ ବୋଡେ଼ନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ଏକାଉଣ୍ଟଟେଣ୍ଟ ଜିତେନ୍ଦ୍ର ଦଣ୍ଡସେନା ଏବଂ ତାଙ୍କ ବଡ ଭାଇ ଗଣେଶ ଦଣ୍ଡେସେନା ମିଶି କି ସିଆରସିସି ଦିଲୀପ ସୁନାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା l
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Nuapada #Khariar #Attack #crcc #thanagherao
Повторяем попытку...
Доступные форматы для скачивания:
Скачать видео
-
Информация по загрузке: