47 KM, 2 ଟି ରାକ୍ଷାସ 👺👹 ଶୋଇଥିଲା ପୋଲିସ 😡/ Delhi Bus Horror
Автор: True Odia
Загружено: 2026-09-01
Просмотров: 118
Описание:
47 KM, 2 ଟି ରାକ୍ଷାସ 👺👹 ଶୋଇଥିଲା ପୋଲିସ 😡 | Delhi Bus Horror
ଭାରତର ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସରେ ଘଟିଥିବା ଏକ ଅତି ଅମାନୁଷିକ ଘଟଣା, ଯାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ୪୭ କିଲୋମିଟର ପର୍ଯ୍ୟନ୍ତ ବସ୍ ଚାଲିଲା, ହେଲେ ଆମ ସିଷ୍ଟମ୍ ଏବଂ ପୋଲିସ୍ କ’ଣ କରୁଥିଲା? ସାଧାରଣ ଲୋକ ହେଲମେଟ ନ ପିନ୍ଧିଲେ ତୁରନ୍ତ ଚାଲାଣ କଟୁଛି, କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ବେଳେ ସୁରକ୍ଷା ବ୍ୟବସ୍ଥା କାହିଁକି ବିଫଳ ହୁଏ?
delhi bus horror, true odia, odia crime facts, delhi case in odia, women safety awareness, system failure, 47 km bus incident, crime alert odia, odia shorts, viral odia facts, delhi news odia, odia viral video, awareness video odia, trending shorts
ସମାଜ ଓ ସିଷ୍ଟମର ଏହି କଳା ସତ୍ୟତା ବିଷୟରେ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
👉 ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଭୁଲନ୍ତୁ ନାହିଁ।
👉 ଆପଣଙ୍କ ମତାମତ Comment ରେ ନିଶ୍ଚୟ ଜଣାନ୍ତୁ।
#DelhiBusHorror #WomenSafety #DelhiCase #SystemFailure #TrueOdia #OdiaShorts #CrimeAwareness #Shorts #ViralShorts
Повторяем попытку...
Доступные форматы для скачивания:
Скачать видео
-
Информация по загрузке: