ଭାବୁଛି ତୋ କଥା ରାତିଦିନ
Автор: RAJKUMAR MUSIC WORLD
Загружено: 2026-02-19
Просмотров: 108
Описание:
Innovative Music Collective is a dynamic independent label and production house dedicated to nurturing emerging artists, crafting genre-blending soundtracks, and delivering immersive live experiences that resonate globally. From underground beats to chart-topping hits, we empower creativity and amplify voices in the ever-evolving music landscape.
https://www.instagram.com/rajkumar.mu...
ସୋଳଟି ଫଗୁଣ ଆସି, ତୋତେ ଛୁଇଁ ଗଲା ପରେ
ସାଡି ତୁ ପିନ୍ଧିଲୁ ଯୋଉ ଦିନ
ଚାଲୁ ଥିଲୁ ଟିକେ ଟିକେ, ଝୁଁଟୁ ଥିଲୁ ଟିକେ ଟିକେ
ଦେଖିଲି ମୁଁ ତୋତେ ସେଇ ଦିନ
ସୋଳଟି ଫଗୁଣ ଆସି, ତୋତେ ଛୁଇଁ ଗଲା ପରେ
ସାଡି ତୁ ପିନ୍ଧିଲୁ ଯୋଉ ଦିନ
ଚାଲୁ ଥିଲୁ ଟିକେ ଟିକେ, ଝୁଁଟୁ ଥିଲୁ ଟିକେ ଟିକେ
ଦେଖିଲି ମୁଁ ତୋତେ ସେଇ ଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ବସି ରାତିଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ରାତିଦିନ..
ତୋ ଆଖିରେ ଆଖି ମିଶେଇ, ଚାହିଁଲି ତୋତେ, ହସିହସି
ତୁ ଲାଜରେ ଲାଜେଇ, ଝାଉଁଳି ଗଲୁ ବେଶୀ ବେଶୀ
ମୁହଁ ତୋର ଫେରେଇ ନେଲୁ ଯେବେ ଦେଖିଲୁ ତୁ ପ୍ରଥମ ଥର
ଡ଼ରି ଡ଼ରି ପାଖକୁ ଯାଇଁ, ମୁଁ ପଚାରିଲି ନାଁ ଟି ତୋର
ସୋଳଟି ଫଗୁଣ ଆସି ତୋତେ ଭିଜେଇଲା ପରେ , ଝରକା ଖୋଲିଲୁ ଯୋଉ ଦିନ
ମେଘ ହେଲା ଝିପି ଝିପି, ଗଲି ପାଦ ଚିପି ଚିପି
ଚିଠି ଦେଲି ତୋତେ ସେଇଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ବସି ରାତିଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ରାତିଦିନ..
ତୁ ପାଗଳ କରିଛୁ ମୋତେ, ମୋ ଛାତି ତଳେ ଲାଗେ ନିଆଁ
ମୁଁ ଦେଖୁଛି ସ୍ୱପ୍ନେ ତୋତେ, ମୋ ଆଖି ଆଗେ ଖାଲି ଧୁଆଂ
ଆମ ଘରେ ଅଧରାତିରେ, ସବୁ ଲୋକ ଶୋଇଗଲା ପରେ
ତୋତେ ଭାବି ଲେଖେ କବିତା, ଫିକା ଫିକା ଜହ୍ନ ଆଲୁଅରେ
ରାତି ବେଶୀ ହେଇଗଲେ, ତାରାମାନେ ଲୁଚିଗଲେ ,ରୁଷି ଯାଏ ଯୋଉଦିନ ଜହ୍ନ
ସାରା ରାତି ବସି ବସି, ଭାବେ ମୁଁ ତୋ କଥା ବେଶୀ , ମନେ ପଡ଼େ ବେଶୀ ସେଇଦିନ
ସୋଳଟି ଫଗୁଣ ଆସି, ତୋତେ ଛୁଇଁ ଗଲା ପରେ
ସାଡି ତୁ ପିନ୍ଧିଲୁ ଯୋଉ ଦିନ
ଚାଲୁ ଥିଲୁ ଟିକେ ଟିକେ, ଝୁଁଟୁ ଥିଲୁ ଟିକେ ଟିକେ
ଦେଖିଲି ମୁଁ ତୋତେ ସେଇ ଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ବସି ରାତିଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ରାତିଦିନ
ସେଇ ଦିନୁ, ପାଗଳ ହେଇଛି ଏଇ ମନ
ଭାବୁଛି ତୋ କଥା ରାତିଦିନ..
#JDMusic, #JDBeats, #JDTracks, #JDPopVibes, #JDHipHop, #JDRockRevolution, #JDMusicFamily, #JDCollaborations, #JDFanZone, #JDNewRelease, #JDMusicDrop, #JDTrendingNow, #weddingdjs, #top100djs, #djscrew, #djmix, #djremix, #djset, #djmixes, #deephouse, #techno, #housemusic, #supersong, #bestsong, #bestodiyamucis, #odiyasong, #bestsongever, #wedding, #bride, #weddingday, #engaged, #weddinginspiration, #weddingphotography, #bridetobe, #weddingideas, #love, #instawedding, #song, #music, #newmusic, #hiphop, #pop, #dj
#newyearseve, #newyears, #happynewyears, #newyearsresolution, #newyearsparty, #newyearscelebration, #newyearsresolutions, #happynewyearseve, #newyears, #newyearsameme, #newyears,#newyears, #newyearsale, #newyearsoutfit, #newyears, #newyears, #newyears, #newyearseveparty, #newyearsgoals, #newyearsnails, #newyearsbaby, #newyears, #newyearskiss, #newyearseve, #newyearseve,#newyearsevr, #happynewyears, #newyears, #newyearseve, #newyearseve
Повторяем попытку...
Доступные форматы для скачивания:
Скачать видео
-
Информация по загрузке: