RANSA HARA ।। NEW HO MUNDA CHRISTIAN SONG ।। STUDIO VERSION ।। Rahel & Marko
Автор: Markosh Creations
Загружено: 2025-09-23
Просмотров: 9689
Описание:
Praise the lord
ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର । ଏ ଗୀତଟି ସମ୍ପୂର୍ଣ୍ଣ ବାଇବେଲରୁ ହିଁ ଉତ୍ସାହ ପାଇ ଲେଖା ଯାଇଅଛି । ପ୍ରଭୁଙ୍କର ଗୌରବ ନିମନ୍ତେ ଗାଆନ୍ତୁ। ପଦ ୦୧- ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,
ଏବ୍ରୀ 12:14
ପଦ ୦୨- ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।
ଶାଇୟ 53:5
ପଦ ୦୩- କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
ମାଥିଉ 5:44
Song - RANSA HARA
Singer -Marko & Rahel
Producer - Srimati
Music - Royal star Sanjay
Mastering - Chaitan & Mono
Record - Ramjit Audio
Edit & Dop - MARKOSH CREATIONS Team
Special thanks - Rev. Gangadhar Munduya
Please Like Share and Subscribe.
Full Lyrics
ରାସାଁ ହରା ସାରିଞ୍ଜ୍ ନାମେ କିଡା
ଦୁଲାଳ ହରା ସାରିଞ୍ଜ୍ ପଞ୍ଜା କିଡା -୨
୦- ହରା ଜିଶୁରେ ବିଟା କିଡୀଞ୍ଜ୍
ହରା ମାସିରେ ବିଟା କିଡୀଞ୍ଜ୍ -୨
୦୧ - ସବେନ୍ କଲତେ ରାଂସା ରେଗେଞ୍ଜ ତାଇନ୍ ନେ
ସବେନ୍ କଲତେ ପାରଚି ରେଗେଞ୍ଜ ତାଇନ୍ ନେ -୨
ଆମା ଦରଶନ ନାମେ ଲାଗିଡ୍
ଆମା ରାସାଁ ନାମେ ଲାଗିଡ୍ -୨ ରାଂସା ହରା ସାରିଞ୍ଜ୍.....
୦୨ - କାଞ୍ଚ୍ ରିଙ୍ଗିୟା ଯୀଶୁ ଆମା ସାରି ଦୁଲାଳ୍
କାଞ୍ଚ୍ ରିଙ୍ଗିୟା ମାସୀ ଆମା ସାରି କାଜି -୨
ଦିଶୁମ୍ ଦୁକୁ ଆଞ୍ଚ୍ ଲାଗିଡ୍ ଆମା ଶାସନ୍
ଆମା କାଜି ଆଞ୍ଚ୍ ଲାଗିଡ୍ ହାରଦୁ ଜୀବନ - ୨ରାସାଁ ହରା ସାରିଞ୍ଜ୍.....
୦୩ - ଆଞ୍ଚ୍ ତା ରେନ୍ ସବେନ୍ କଞ ଦୁଲାଳ କୱା
ବାଇରି ରିୟ ମାଶୀଙ୍ଗ ଦିଙ୍ଗା କୱା - ୨
ସାରି ଆମା ଦୁଲାଳେଞ୍ଚ୍ ନିତିରେ
ସାରି ଆମା ନୁତୁମ ରେଞ୍ଜ୍ ସାକିନେ । ରାସାଁ ହରା ସାରିଞ୍ଜ୍......
***
Повторяем попытку...
Доступные форматы для скачивания:
Скачать видео
-
Информация по загрузке: