ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ସୁନ୍ଦରଗଡ଼: ଉଜ୍ୱଳପୁର ବେଲସରା ବାବା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ "ବନ୍ଦେ ମାତରମ" କାର୍ଯ୍ୟକ୍ରମ ଅନୁଷ୍ଠିତ

Автор: Sundargarh Live

Загружено: 2026-01-16

Просмотров: 1196

Описание: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଉଜ୍ୱଳପୁର ପଞ୍ଚାୟତର ବେଲସରା ଗ୍ରାମସ୍ଥିତ ବାବା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ଭବ୍ୟ ବନ୍ଦେମାତରମ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଦେଶଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇ ସମଗ୍ର ଅଞ୍ଚଳକୁ ଉତ୍ସାହ ଓ ଜାଗୃତିରେ ଭରିଦେଇଥିଲା।

vo-2 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲି ବ୍ଲକ ଚେୟାରମେନ ଶ୍ରୀମତୀ ତପସ୍ୱାନି ମାଝୀ ଯୋଗଦେଇ ଦେଶପ୍ରେମ, ଏକତା ଓ ସମାଜିକ ସଚେତନତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଟାଙ୍ଗରପାଲି ବ୍ଲକ ବିକାଶ ଅଧିକାରୀ (BDO) ଶ୍ରୀ ବିରସେନ ବେହେରା ଉପସ୍ଥିତ ରହି ସମୁଦାୟ ଭାଗିଦାରି ମାଧ୍ୟମରେ ଦେଶଭକ୍ତିମୂଳକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ।

vo-3 କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏବଂ ଗ୍ରାମବାସୀମାନେ ଯୋଗଦେଇ ଉତ୍ସାହର ସହିତ କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲେ। “ବନ୍ଦେମାତରମ” ଗୀତ ଓ ଦେଶଭକ୍ତିମୂଳକ ଉଦ୍ବୋଧନ ମାଧ୍ୟମରେ ମନ୍ଦିର ପ୍ରାଙ୍ଗଣ ସାରା ଦେଶପ୍ରେମର ଆବେଗରେ ଗୁଞ୍ଜିଉଠିଥିଲା। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ଏହି ବନ୍ଦେମାତରମ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇ ଦେଶଭକ୍ତିର ସନ୍ଦେଶ ସମାଜ ମଧ୍ୟରେ ପ୍ରସାର କରିଥିଲା।

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ସୁନ୍ଦରଗଡ଼: ଉଜ୍ୱଳପୁର ବେଲସରା ବାବା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ "ବନ୍ଦେ ମାତରମ" କାର୍ଯ୍ୟକ୍ରମ ଅନୁଷ୍ଠିତ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Rogue Tusker Runs Amok in Sundargarh Village, One Person Trampled to Death

Reporter Special: History and Significance of Jangha Dev in Angul district || Kalinga TV

Почки скажут вам: всего 1 стакан перед сном и ночные походы в туалет исчезнут | ПАМЯТЬ И МОЗГ

Sundargarh Villagers Hold 12-Hour Roadblock in Protest Against Dalmia Cement | Kalinga TV

AMA NETA | ଆମ ନେତା ଯୋଗେଶ ସିଂ, ବିଧାୟକ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ | MLA Jogesh Singh, Sundergarh

ସୁନ୍ଦରଗଡ଼ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଚୂନ ଖଣି ନେଇ ଲାଞ୍ଜିବେର୍ଣା ଜମି ଅଧିଗ୍ରହଣ ବିରୋଧରେ ଅର୍ଥନୈତିକ ଅବରୋଧ

ରକ୍ତରଞ୍ଜିତ ହେଲା କଟକ ସହର, ପଥରରେ ଛେଚି ଯୁବକଙ୍କୁ ହତ୍ୟା | NandighoshaTV

ଉତ୍ସବ ମୁଖର ଉଜ୍ଵଳପୁର:ଜଂଘା ପ୍ରଭୁଙ୍କ ପୂଜାରେ  ନିମଗ୍ନ ଗଣ୍ଡ ସମାଜ, ଦେଖନ୍ତୁ ରିପୋର୍ଟ୍ | Sundargarh Live

ପତ୍ନୀଙ୍କୁ ଟ୍ରଲିରେ ପକାଇ ସମ୍ବଲପୁରରୁ କଟକ, ପତ୍ନୀଙ୍କ ପକ୍ଷାଘାତ ଚିକିତ୍ସା ପାଇଁ ଆସିଲେ SCB | PrameyaNews7

Происхождение русских: Главный подлог в истории

ଖଣିକୁ ବିରୋଧ ରାଉରକେଲାରୁ ଝାରସୁଗୁଡ଼ାକୁ ରାସ୍ତା ବନ୍ଦ |Adivasi Protest Halts Sundargarh–Rajgangpur Road |OR

Jak Mike Tyson rozbijał ringowych kolosów

Jharsuguda Girl Brings Pride; Gets Invitation Letter From Rasthrapati Bhavan | Khabar Odisha

Как описана ВТОРАЯ МИРОВАЯ в учебниках ЯПОНИИ

Pahadpur Reverberates With Joy During The President's Grand Welcome | Argus News

୨୦୨୭ ପଞ୍ଚାୟତ ଭୋଟ୍‌ ପାଇଁ ମାଷ୍ଟରପ୍ଲାନ୍‌! Odisha Budget 2026 | Panchayat Elections | Odia News

Почему зарядка после 60 ускоряет потерю мышц? Парадокс сардинских долгожителей | ЗДОРОВЬЕ ДАРОМ

ମହାପ୍ରଭୁଙ୍କୁ ଛାଡିଦେଲେ ଜୀବନରେ ଆଉ କିଛି ନାହିଁ ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା | Jay Jagannath TV

KONIEC SOJUSZU Z USA? Szokujący antyamerykanizm w wykonaniu ekipy Tuska

9 Скрытых Фишек ChatGPT о которых никто не говорит

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]