Special Story: Thousands Killed as Middle East War Escalates
Автор: OTV
Загружено: 2026-03-10
Просмотров: 110479
Описание:
#ଭୟଙ୍କର_ଆକ୍ରମଣ #ମରିଗଲେ_୨_ହଜାର_ଲୋକ
ଇରାନ୍ ଯୁଦ୍ଧରେ ରକ୍ତର ବନ୍ୟା । ଗଲାଣି ହଜାର ହଜାର ନିରୀହ ଜୀବନ । ମିସାଇଲରେ ଛୁଆଙ୍କ ଛାତି ଚିରୁଛି ଇସ୍ରାଏଲ । ଶବର ପାହାଡ ଉପରେ ଜାରି ରହିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଦୁଇ ସପ୍ତାହ ହେଲାଣି ଘନଘନ ବର୍ଷୁଛି ମିସାଇଲ, ବୋମା । ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଲଢେଇ ଥମିବାର ନାଁ ଧରୁନି । କିଏ ଶାନ୍ତି ପାଇଁ ଯୁଦ୍ଧ କରୁଥିବା କହି ହେଉଥିବା ବେଳେ ଆଉ କିଏ ପ୍ରତିଶୋଧ ନେବାକୁ ପଣ କରିଛି ।
The ongoing war in the Middle East between Iran, Israel, and the United States has led to heavy casualties and widespread destruction. The conflict reportedly began on February 28 after joint US–Israel airstrikes on Iran
#MiddleEastWar #IranIsraelConflict #GlobalConflict #WarCrisis #CivilianCasualties #MissileAttacks #BreakingNews #Geopolitics #WorldNews #HumanitarianCrisis #SpecialStory #OdishaTV #OTV
Повторяем попытку...
Доступные форматы для скачивания:
Скачать видео
-
Информация по загрузке: