ଘରକୁ ଫେରୁଥିବା ବେଳେ, ଯୁବକକୁ ଟେକି କଚାଡ଼ି ଦେଲା ଦନ୍ତା ! Youth death in Elephant Attack , Khordha
Автор: Pratidin TV
Загружено: 2026-02-07
Просмотров: 381
Описание:
ଘରକୁ ଫେରୁଥିବା ବେଳେ, ଯୁବକକୁ ଟେକି କଚାଡ଼ି ଦେଲା ଦନ୍ତା ! ଖୋର୍ଦ୍ଧା ବନାଞ୍ଚଳ ରଣପୁର ରେଞ୍ଜ ସିକୋ ଖଡିପଦର ଗ୍ରାମର ବ୍ରଜ ରାଉତରାଙ୍କ ପୁଅ ଶଙ୍କର ରାଉତର ଗତ ରାତିରେ ଦୋକାନ ବନ୍ଦ କରି ସାଇକଲ ଯୋଗେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଛକି ଥିଲା ମଣିଷ ମରା ଦନ୍ତା ଅତର୍କିତ ଭାବେ ଆକ୍ରମଣ କରିଥିଲା ଶଙ୍କରଙ୍କୁ ଫଳ ସ୍ୱରୂପ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ଯାଇଥିଲା ସେହିଠାରେ ପ୍ରାଣ ବାୟୁ ଉଡିଯାଇଥିଲା l Youth death in Elephant Attack, Khordha #khordha #youth #death
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: