ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଜି(20-Feb)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

Автор: JAY JAGANNATH TV

Загружено: 2026-02-20

Просмотров: 2123

Описание: "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଜି(20-Feb)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଆଜି(20-Feb)କାକୁଡି ଖାଇଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV

ଆଜି(20-Feb)କାକୁଡି ଖାଇଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV

#21FEB26 #लाइव_भस्म_आरती_दर्शन #श्री_महाकालेश्वर_ज्योतिर्लिंग #Live #Shri_Mahakaleshwar_Jyotirlinga

#21FEB26 #लाइव_भस्म_आरती_दर्शन #श्री_महाकालेश्वर_ज्योतिर्लिंग #Live #Shri_Mahakaleshwar_Jyotirlinga

ସୌମ୍ୟଙ୍କ ୮ ଲକ୍ଷ ଚେନ ପାଇଁ ତାକୁ ମାରି ଦେଇଛନ୍ତି ! Five Arrested In Cuttack Press Colony Firing

ସୌମ୍ୟଙ୍କ ୮ ଲକ୍ଷ ଚେନ ପାଇଁ ତାକୁ ମାରି ଦେଇଛନ୍ତି ! Five Arrested In Cuttack Press Colony Firing

ପତକାଲାଗି ଦର୍ଶନ କଲେ ମନ କାହିଁକି ଶୁଦ୍ଧ ହୁଏ? (20-Feb)PATAKALAGI | JAY JAGANNATH TV

ପତକାଲାଗି ଦର୍ଶନ କଲେ ମନ କାହିଁକି ଶୁଦ୍ଧ ହୁଏ? (20-Feb)PATAKALAGI | JAY JAGANNATH TV

ସନ୍ଧ୍ୟା ଆଳତୀ ଦର୍ଶନ (20-Feb) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (20-Feb) | Sandhya Alati LIVE Darshan - Jagannath Temple | Jay Jagannath TV

21st Feb 2026 || Mangal Arati (ମଙ୍ଗଳ ଆରତୀ) || ISKCON Bhubaneswar

21st Feb 2026 || Mangal Arati (ମଙ୍ଗଳ ଆରତୀ) || ISKCON Bhubaneswar

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୨ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୨ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୧  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୧ ଅଧ୍ୟାୟ | Jay Jagannath TV

ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365

ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365

#1191 Ekantik Vartalaap & Darshan/ 20-02-2026/ Shri Hit Premanand Govind Sharan Ji Maharaj

#1191 Ekantik Vartalaap & Darshan/ 20-02-2026/ Shri Hit Premanand Govind Sharan Ji Maharaj

Baidyanath Jyotirlinga Deoghar | Dwadasha Jyotirlinga 9 | Dr. Ashutosh Prasad Mishra | Odisha 365

Baidyanath Jyotirlinga Deoghar | Dwadasha Jyotirlinga 9 | Dr. Ashutosh Prasad Mishra | Odisha 365

⚡ГОРДОН: Реальный СЦЕНАРИЙ ОКОНЧАНИЯ ВОЙНЫ! РАЗВАЛ РФ НЕИЗБЕЖЕН. РФ обратилась к Зеленскому

⚡ГОРДОН: Реальный СЦЕНАРИЙ ОКОНЧАНИЯ ВОЙНЫ! РАЗВАЛ РФ НЕИЗБЕЖЕН. РФ обратилась к Зеленскому

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୫  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

4 Дешёвых Фрукта, Которые Продлевают Жизнь После 60 (Врачи О Них Молчат)

4 Дешёвых Фрукта, Которые Продлевают Жизнь После 60 (Врачи О Них Молчат)

Mangal Arati Sri Dham Mayapur  -  February 20, 2026

Mangal Arati Sri Dham Mayapur - February 20, 2026

"ଆଙ୍ଗୁଠି କାଟିବୁ ନା ହାତ?" ଡାକ୍ତରଙ୍କ କଥା ଶୁଣି ପାଦ ତଳୁ ମାଟି ଖସିଗଲା, ଶେଷରେ ଜଗା ଦେଖାଇଲେ ଚମତ୍କାର!

महाशिवरात्रि Special ! ये सत्संग सुनकर हँसी से लोट पोट हो गये ! // Shri Hit Premanand Ji Maharaj

महाशिवरात्रि Special ! ये सत्संग सुनकर हँसी से लोट पोट हो गये ! // Shri Hit Premanand Ji Maharaj

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

👜 Самая популярная сумка-тоут своими руками | Шью легко и быстро

👜 Самая популярная сумка-тоут своими руками | Шью легко и быстро

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]