"ଉତ୍ତରାଧିକାରୀ ପ୍ରମାଣପତ୍ର କେମିତି ପାଇବେ? | ଘରେ ବସି Apply କରନ୍ତୁ | Full Process Explained in Odia"
Автор: SANJAY DAS
Загружено: 2025-06-15
Просмотров: 14976
Описание:
TELEGRAM LINK https://t.me/sanjay_das_1995
LEGALHIRE FORM PDF https://edist.odisha.gov.in/edistrict...
ଏହି ଭିଡିଓରେ ଆମେ ଆଲୋଚନା କରିଛୁ ଯେ ଉତ୍ତରାଧିକାରୀ ପ୍ରମାଣପତ୍ର (Legal Heir Certificate) କେମିତି ପାଇବେ, କେଉଁ ଡକ୍ୟୁମେଣ୍ଟ୍ ଦରକାର, କେଉଁଠୁ ଆବେଦନ କରିବେ, ଏବଂ ଆନଲାଇନ୍/ଅଫଲାଇନ୍ ଦୁଇ ପ୍ରକ୍ରିୟା ବିଷୟରେ।
ଭିଡିଓ ଦେଖି ଶେଷ ପର୍ଯ୍ୟନ୍ତ ରୁହନ୍ତୁ ଓ ଯଦି ଭଲ ଲାଗିଲା, ତେବେ ଲାଇକ୍, ଶେୟାର୍ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।
📌ଏହି ଭିଷୟରେ ଆପଣଙ୍କ ପ୍ରଶ୍ନ ରହିଲେ କମେଣ୍ଟ୍ କରନ୍ତୁ।
📍ସରକାରୀ କାମ ସହଜ କରିବା ପାଇଁ ଆମ ଚ୍ୟାନେଲ୍ ଦେଖୁନ୍।
#LegalHeirCertificate #OdiaVideo #GovernmentProcessOdisha #UttaradhikariPramanapatra
Повторяем попытку...
Доступные форматы для скачивания:
Скачать видео
-
Информация по загрузке: