DURGAPADU WATERFALL RAYAGADA । Most famous and Trending Waterfall of Rayagada
Автор: Sagarika life vlogs
Загружено: 2025-11-06
Просмотров: 18146
Описание:
DURGAPADU WATERFALL RAYAGADA ||
ନମସ୍କାର ସମସ୍ତଙ୍କୁ!,☺️🙏🏼🙏🏼
ଆଜିର ଭ୍ଲଗ୍ରେ ଆପଣ ମାନଙ୍କୁ ନେଉଛି Rayagada ର ଗୋଟିଏ ସୁନ୍ଦର Waterfall,, "Durgapadu Waterfall।”
ଜଙ୍ଗଲ ମଧ୍ୟରେ ଲୁଚିଥିବା ଏହି ଝରଣାର ପାଣି ପଡ଼ିବା ଶବ୍ଦ, ଚାରିପଟେ ଥିବା ଶାନ୍ତ ପ୍ରକୃତି ଓ ଥଣ୍ଡା ପବନ — ସତ ରେ ମନକୁ Fresh କରିଦେଏ।
ଯେଉଁମାନେ Nature, Waterfall ଓ Simple Travel Vlog ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏହି ସ୍ଥାନ perfect
ଏଠାରେ ଫଟୋ, ଭିଡିଓ ଓ ଶାନ୍ତିମୟ ସମୟ କାଟିବା ପାଇଁ ଖୁବ୍ ଭଲ ଜାଗା।
🌿 ଏହି Vlog re ଆପଣ ଦେଖିପାରିବେ:
✔️ Durgapadu Waterfall ର ସୁନ୍ଦର view
✔️ ଜଙ୍ଗଲ ରୋଡ଼ ଓ ଟ୍ରେକିଂ ପଥ
✔️ place ଓ ପ୍ରକୃତି Beauty
✔️ ପାଣି ତଳେ relax moment
✔️ Rayagada side travel vibes
💬 Comment Section
Durgapadu Waterfall ଆପଣ ଦେଖିଛନ୍ତି କି?
ଆପଣଙ୍କ experience Comment କରନ୍ତୁ ❤️
👍 Support the Channel
Like 👍, Comment 💬, Share ↗️ ଏବଂ Subscribe 🔔 କରିଦିଅନ୍ତୁ।
ନୂଆ ନୂଆ Rayagada Vlogs ଆସିବାରେ ଆପଣ ମିସ୍ ହେବେ ନାହିଁ
@Sagarikalifevlogs
#Durgapadu
#waterfall #rayagada #RayagadaVlogs #OdishaTravel #NatureVlog #WaterfallVlog #SagarikaLifeVlogs
#rayagada #Durgapadu #waterfall @Sagarikalifevlogs #odiablogger #rayagadatemple #rayagadawaterfall
#rayagada
#odishatourism
#travelvlog
#odisha
#travel
#odishanews
#odiatravelvlog
#odishavillagelife
Повторяем попытку...
Доступные форматы для скачивания:
Скачать видео
-
Информация по загрузке: