Trading Basics and Funded Accounts in odia
Автор: Mr Jolly
Загружено: 2026-01-12
Просмотров: 113
Описание:
📈 Trading Basics & Funded Accounts (Live Session – Odia)
ଆଜିର ଏହି Live ସେସନ୍ରେ ମୁଁ ସରଳ ଭାଷାରେ Trading ର Basic Concepts ଏବଂ Funded Account କ’ଣ, କିପରି କାମ କରେ ସବୁ ବ୍ୟାଖ୍ୟା କରିଛି।
🔹 ଏହି Live ରେ କଣ କଣ କଭର୍ ହେଲା:
• Trading କ’ଣ ଏବଂ Beginners କିପରି ଆରମ୍ଭ କରିବେ
• Funded Account କ’ଣ ଓ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
• Capital ନଥିଲେ ମଧ୍ୟ Trading କିପରି କରିପାରିବେ
• Risk Management କାହିଁକି ଜରୁରୀ
• Beginners ମାନେ କରୁଥିବା ସାଧାରଣ ଭୁଲ
👉 ଯଦି ତୁମେ Trading ଶିଖିବାକୁ ଚାହୁଁଛ ଓ Funded Account ଦ୍ୱାରା Income କିପରି କରାଯାଏ ଜାଣିବାକୁ ଚାହୁଁଛ, ଏହି video ତୁମ ପାଇଁ।
📌 ଏଭଳି Trading education video ପାଇଁ channel କୁ Subscribe କରି ରଖନ୍ତୁ
📌 କିଛି doubt ଥାକିଲେ comment ରେ ପଚାରନ୍ତୁ
#TradingInOdia #FundedAccount #TradingBasics #BeginnerTrading #PropTrading #OdiaTrading
Повторяем попытку...
Доступные форматы для скачивания:
Скачать видео
-
Информация по загрузке: