୮୦ ହଜାର ରୋଜଗାର || ମହୁମାଛି ବିକ୍ରିକରି || Honey Bee Farming Business Ideas.
Автор: E- farming Odisha
Загружено: 2026-01-01
Просмотров: 3943
Описание:
noHello friends!
In today's video, we met a very successful honeybee farmer who has taken the beekeeping business to a whole new level.
People usually think that beekeeping is only for extracting honey, but our guest today shared a huge business secret. He believes that preparing and selling bee colonies is far more profitable than just selling honey.
What you will see in the video:
How to start beekeeping?
Honey vs. Bee Colonies: Which is more profitable?
How are new colonies prepared?
Where is the market for selling bees?
How much profit can be earned in a year?
If you also want to start a successful farming business, then watch this video till the end!
Namaste doston!
Aaj ke is video mein humne mulaqat ki hai ek bahut hi safal Honey Bee Farmer se, jo madhumakkhi palan ke business ko ek alag hi level par le gaye hain.
Aam taur par log sochte hain ki madhumakkhi palan (Apiculture) sirf shahad (Honey) nikalne ke liye hota hai, lekin aaj ke hamare guest ne ek bahut bada Business Secret share kiya hai. Unka manna hai ki shahad bechne ke muqable, Madhumakkhiyon ki Colonies (Beehives) ko taiyar karke bechna kahin zyada munafabaksh (profitable) hai.
Is video mein aap dekhenge:
Madhumakkhi palan ki shuruat kaise karein?
Shahad vs Bee Colonies: Kisme hai zyada kamai?
Nayi colonies kaise taiyar ki jati hain?
Madhumakkhiyon ko bechne ka market kahan hai?
Saal bhar mein kitna munafa kamaya ja sakta hai?
Agar aap bhi kam lagat mein ek behtareen farming business shuru karna chahte hain, to ye video ant tak zaroor dekhein!
ନମସ୍କାର ବନ୍ଧୁଗଣ
ଆଜିର ଭିଡିଓରେ ଆମେ ଜଣେ ସଫଳ ମହୁମାଛି ଚାଷୀଙ୍କୁ ଭେଟିଛୁ ଯିଏ ମହୁମାଛି ପାଳନ ବ୍ୟବସାୟକୁ ଏକ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ନେଇଯାଇଛନ୍ତି ।
ଲୋକ ମାନେ ସାଧାରଣତଃ ଭାବନ୍ତି ଯେ ମହୁମାଛି ପାଳନ କେବଳ ମହୁ ବାହାର କରିବା ପାଇଁ କିନ୍ତୁ ଆମର ଆଜିର ଅତିଥି ଏକ ସୁନ୍ଦର ବ୍ୟବସାୟିକ ରହସ୍ୟ ବାଣ୍ଟିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ମହୁମାଛି ଦଳ ପାଳନ କରିବା ଏବଂ ସେ ମହୁ ମାଛି ଦଳକୁ ବିକ୍ରୟ କରିବା ମହୁ ବିକ୍ରି କରିବା ଅପେକ୍ଷା ବହୁତ ଅଧିକ ଲାଭଦାୟକ ଅଟେ ।
ଆପଣ ଭିଡିଓରେ କ’ଣ ଦେଖିବେ:-
ମହୁମାଛି ପାଳନ କିପରି ଆରମ୍ଭ କରିବେ ?
ମହୁ ବନାମ ମହୁମାଛି କଲୋନୀ:- କେଉଁଟି ଅଧିକ ଲାଭ ଜନକ ?
ନୂତନ କଲୋନୀ କିପରି ପ୍ରସ୍ତୁତ କରାଯାଏ ?
ମହୁମାଛି ବିକ୍ରୟ ପାଇଁ ବଜାର କେଉଁଠି ?
ଏକ ବର୍ଷରେ କେତେ ଲାଭ ମିଳି ପାରିବ ?
ଯଦି ଆପଣ ମଧ୍ୟ ଏକ ସଫଳ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ତେବେ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ ।
#agriculture #farming #efarmingodisha #efarmingagrokart #honeybeefarming #honeyfarming
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- / @efarmingagrokart
👉 Location:- https://maps.app.goo.gl/HEyAwjgdNEHng...
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........
Повторяем попытку...
Доступные форматы для скачивания:
Скачать видео
-
Информация по загрузке: