ଅଞ୍ଜଳି କିନ୍ନରଙ୍କୁ ହାଣିଦେଲେ || Kinnar Anjali Murdered Brutally in Pipili || Bhubaneswar || OR
Автор: Odisha Reporter
Загружено: 2026-02-01
Просмотров: 367953
Описание:
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ନିକଟ ସିଫା ଅଂଚଳରେ କିନ୍ନରଙ୍କୁ ବିଭତ୍ସ ହତ୍ୟା। ମୃତକ ଅଞ୍ଜଳି କିନ୍ନରଙ୍କ ଘର କଟକ ଜିଲ୍ଲା ସାଲେପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହୁଥିଲେ। ରବିବାର ରାତି 8ରୁ 9ଟା ଭିତରେ ସିଫା ନିକଟରେ ରାସ୍ତାକଡରେ ଛିଡା ହୋଇଥିବାବେଳେ କେହି ତାଙ୍କୁ ହାଣିଦେଇଛି ।
#odishareporter #murder #transgender
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: