ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ 11 ଯାଏଁ ଗୃହ ମୁଲତବୀ | Odisha Reporter
Автор: Odisha Reporter
Загружено: 2026-02-20
Просмотров: 397
Описание:
#ସାଢ଼େ_୧୧ଟା_ଯାଏଁ_ଗୃହ_ମୁଲତବି
ଗୃହ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟଗୋଳ, 10 ମିନିଟ ଚାଲିପାରିଲାନି ଗୃହ । ଚାଷୀ ଓ ଧାନ କିଣା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ମୁଣ୍ଡରେ କଳା ପଟି ବାନ୍ଧି ଧାନ କିଣା ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲା କଂଗ୍ରେସ । ବିରୋଧୀଙ୍କ ହଟ୍ଟଗୋଳ ଦେଖି ସାଢ଼େ 11ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #OdishaAssembly #opposition #Assemblyruckus #adjourned
Повторяем попытку...
Доступные форматы для скачивания:
Скачать видео
-
Информация по загрузке: