ପୁରୁଷଙ୍କଠାରେ ଯୌନ ଅକ୍ଷମତା – କାରଣ ଓ ଚିକିତ୍ସା | Dr Biswajit Nanda on Erectile Dysfunction in Odia
Автор: Swasthya Plus Odia
Загружено: 2020-11-03
Просмотров: 283846
Описание:
#ErectileDysfunction #DoctorAdvice #OdiaHealthTips
ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶୀଥିଳତା ବା ଧ୍ୱଜଭଙ୍ଗ ହେବା (ଯୌନାଙ୍ଗର ଉତ୍ଥାନ ଠିକ୍ ଭାବରେ ନହେବା)। ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ଆଲୋଚନା କରିବାକୁ ଅଧିକାଂଶ ଲୋକେ ଅନିଚ୍ଛା ପ୍ରକାଶ କରଥା’ନ୍ତି। ହେଲେ ଜାଣିବା ଦରକାର କି, ଏହି ସମସ୍ୟାର ଚିକିତ୍ସା ଉପଲବ୍ଧ। ତେବେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଯିବାର ମୁଖ୍ୟ କାରଣ ସବୁ କ’ଣ? କେମିତି ଏହାର ଚିକିତ୍ସା କରିବେ? ଜଣାଶୁଣା ୟୁରୋଲୋଜିଷ୍ଟ୍ ତଥା ଆଣ୍ଡ୍ରୋଲୋଜିଷ୍ଟ୍ ଡାକ୍ତର ବିଶ୍ୱଜିତ ନନ୍ଦଙ୍କଠାରୁ ଆସନ୍ତୁ ଏ ବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
ପୁରୁଷଙ୍କଠାରେ ଯୌନ ଅକ୍ଷମତା ରୋଗ କ’ଣ? (0:00)
ଯୌନ ଅକ୍ଷମତାର କାରଣ କ’ଣ? (0:48)
ଯୌନ ଅକ୍ଷମତା କେଉଁ ବୟସରେ ଅଧିକ ଦେଖାଯାଏ? (1:55)
କାହିଁକି ହୁଏ ଯୌନ ଅକ୍ଷମତା? (2:38)
ଯୌନ ଅକ୍ଷମତାର ପରୀକ୍ଷଣ (4:02)
ଯୌନ ଅକ୍ଷମତାର ଚିକିତ୍ସା କିପରି ହୁଏ? (5:47)
ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ (8:56)
କେମିତି ରୋକିବା ଯୌନ ଅକ୍ଷମତା? (9:51)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/what-are-th...
Erectile dysfunction is now seen as a major problem in men. This is a problem that most people are reluctant to discuss. It is important to know, treatment for this problem is available. So what are the main causes of erectile dysfunction in men? How to treat it? Let's find out from Dr Biswajit Nanda, a urologist and andrologist.
In this video,
What is Erectile dysfunction? (0:00)
What is the cause of Erectile dysfunction? (0:48)
At what age is Erectile dysfunction more common? (1:55)
Why does Erectile dysfunction occur? (2:38)
Diagnosis of Erectile dysfunction (4:02)
Treatment of Erectile dysfunction treated? (5:47)
Take the medicine on the advice of a doctor (8:56)
How to prevent Erectile dysfunction? (9:51)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: