ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା । Post-COVID Syndrome in Odia | Dr Prashanta Ranjan Behera

Автор: Swasthya Plus Odia

Загружено: 2021-06-04

Просмотров: 25775

Описание: #PostCOVIDSyndrome #OdiaHealthTips #DoctorTips

କୋଭିଡ୍‌ରୁ ସୁସ୍ଥ ହେବା ପରେ ଅଧିକାଂଶ କୋଭିଡ୍‌ ରୋଗୀଙ୍କର ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦେଉଛି, ଯାହାକୁ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ବୋଲି କୁହାଯାଏ। ତେବେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ।

ଏହି ଭିଡିଓରେ ରହିଛି,

ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ? (0:00)
କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସା (0:48)
କୋଭିଡ୍‌ରୁ ସୁସ୍ଥତା ପରେ ଜୀବନଶୈଳୀ (3:08)
କୋଭିଡ୍‌ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି? (5:04)
ସୁସ୍ଥ ହେବାର କେତେ ଦିନ ପରେ ଟିକା ନେବେ? (5:49)
ଡାକ୍ତରଙ୍କ ପରାମର୍ଶ (6:48)

After recovering from COVID, most COVID patients experience dizziness, weakness, and fatigue, called Post Covida Syndrome. So what is Post Covid Syndrome? Learn more from Dr Prashanta Ranjan Behera, a Critical Care Medicine Specialist.

What is Post-COVID Syndrome? (0:00)
Complication and treatment after recovery from COVID (0:48)
Lifestyle after recovery from COVID (3:08)
Is there a risk of infection again after recovery from COVID? (5:04)
how many days it will take to get a vaccine after recovery (5:49)
Doctor's Advice (6:48)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା । Post-COVID Syndrome in Odia | Dr Prashanta Ranjan Behera

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]