ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଜି(8-Feb)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri | Jay Jagannth Tv

Автор: JAY JAGANNATH TV

Загружено: 2026-02-07

Просмотров: 1526

Описание: "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଜି(8-Feb)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri  | Jay Jagannth Tv

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଆଜିର ମା'ବାଟମଙ୍ଗଳା ଦର୍ଶନ (08.02.2026) | ବିନା ସୂର୍ଯ୍ୟରେ କଣ ସୃଷ୍ଟି ଅସମ୍ଭବ ? Jay Jagannath TV

ଆଜିର ମା'ବାଟମଙ୍ଗଳା ଦର୍ଶନ (08.02.2026) | ବିନା ସୂର୍ଯ୍ୟରେ କଣ ସୃଷ୍ଟି ଅସମ୍ଭବ ? Jay Jagannath TV

ମଙ୍ଗଳ ଆଳତୀ ଦର୍ଶନ (08-Feb) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (08-Feb) | Today's Live Mangala Alati - Puri Jagannath Temple | Jay Jagannath Tv

ଦେଶ ଦୁନିଆର ଖବର | Speed News | Khabar Fatafat | US India Trade Deal |T20 World Cup |Jatra Controversy

ଦେଶ ଦୁନିଆର ଖବର | Speed News | Khabar Fatafat | US India Trade Deal |T20 World Cup |Jatra Controversy

ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter

ଏଇ ଗାଁକୁ ବୋହୂ ହୋଇ ଆସିଥିଲେ ରାଷ୍ଟ୍ରପତି || President Droupadi Murmu || Odisha Reporter

श्री कृष्णा गोविन्द हरे मुरारी भजन | Shri Krishna Govind Hare Murari | Krishan Relaxing Bhajan 2026

श्री कृष्णा गोविन्द हरे मुरारी भजन | Shri Krishna Govind Hare Murari | Krishan Relaxing Bhajan 2026

ଆଜି(8-Feb)ଦ୍ୱାରଫିଟା ନୀତି ପ୍ରାତଃ ୫ ଟା ୨୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି(8-Feb)ଦ୍ୱାରଫିଟା ନୀତି ପ୍ରାତଃ ୫ ଟା ୨୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଘର ଅଳିଆ ରୁ ବାସ୍ତୁ ଦୋଷ|Vastubichara 25 January 2026

ଘର ଅଳିଆ ରୁ ବାସ୍ତୁ ଦୋଷ|Vastubichara 25 January 2026

ଶିବଙ୍କ ମନ୍ତ୍ର ଜାଣିନି, କିନ୍ତୁ ମନମୋର ପବିତ୍ର ! Sadhu Baba forgets Mantra, police apprehended 3, Bbsr.

ଶିବଙ୍କ ମନ୍ତ୍ର ଜାଣିନି, କିନ୍ତୁ ମନମୋର ପବିତ୍ର ! Sadhu Baba forgets Mantra, police apprehended 3, Bbsr.

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୧  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୧ ଅଧ୍ୟାୟ | Jay Jagannath TV

today's morning news odisha/8 february 2026/subhadra yojana online registration/odisha news today

today's morning news odisha/8 february 2026/subhadra yojana online registration/odisha news today

ଶ୍ରୀ ଜଗନ୍ନାଥ କଥାମୃତ/ଶ୍ରୀ ମନୋଜ ପ୍ରଧାନ/ଶ୍ରୀ ଦୀପ୍ତି ରଞ୍ଜନ ପ୍ରଧାନ/ sree manoj pradhan/LIVE...(ପାର୍ଟ-୧)

ଶ୍ରୀ ଜଗନ୍ନାଥ କଥାମୃତ/ଶ୍ରୀ ମନୋଜ ପ୍ରଧାନ/ଶ୍ରୀ ଦୀପ୍ତି ରଞ୍ଜନ ପ୍ରଧାନ/ sree manoj pradhan/LIVE...(ପାର୍ଟ-୧)

PCB Softens Stand on Playing India After ICC Takes Tough Position

PCB Softens Stand on Playing India After ICC Takes Tough Position

ବାହାଘର ରାତିରେ ଝିଅ ସହ ଅଘଟଣ | ରକ୍ଷା କଲେ ଜଗନ୍ନାଥ | Lord Jagannath Story | Odia Story

ବାହାଘର ରାତିରେ ଝିଅ ସହ ଅଘଟଣ | ରକ୍ଷା କଲେ ଜଗନ୍ନାଥ | Lord Jagannath Story | Odia Story

ଲୋନକରି ଘରକଲି,ହେଲେ ସବୁଟଙ୍କାହରାଇ ବେସାହାରା ହୋଇଗଲି;ଶେଷରେ ମହାପ୍ରଭୁ ଦେଖାଇଲେ ବାଟ Bhaktanka Anubhuti | JJ TV

ଲୋନକରି ଘରକଲି,ହେଲେ ସବୁଟଙ୍କାହରାଇ ବେସାହାରା ହୋଇଗଲି;ଶେଷରେ ମହାପ୍ରଭୁ ଦେଖାଇଲେ ବାଟ Bhaktanka Anubhuti | JJ TV

କେତେ ସତ, କେତେ ମିଛ, ଆକ୍ରମଣ ଭୟରେ ମୋଦି, ଗୃହକୁ ଆସିଲେନି ? କଣ କହିଲେ ରବି ଦାସ | Pm Modi | Rabi Das |

କେତେ ସତ, କେତେ ମିଛ, ଆକ୍ରମଣ ଭୟରେ ମୋଦି, ଗୃହକୁ ଆସିଲେନି ? କଣ କହିଲେ ରବି ଦାସ | Pm Modi | Rabi Das |

ଶ୍ରୀକୃଷ୍ଣ କୁହନ୍ତି ଯେଉଁ ପୁରୁଷ ନିଜ ପତ୍ନୀର ଏହି ତିନୋଟି ଜିନିଷ ଲଜ୍ୟା ନକରି ଦେଖେ ସେ କେବେ ଗରିବ ହୁଏ ନାହିଁ

ଶ୍ରୀକୃଷ୍ଣ କୁହନ୍ତି ଯେଉଁ ପୁରୁଷ ନିଜ ପତ୍ନୀର ଏହି ତିନୋଟି ଜିନିଷ ଲଜ୍ୟା ନକରି ଦେଖେ ସେ କେବେ ଗରିବ ହୁଏ ନାହିଁ

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

The Great Odisha political circus| Ep 842| Gutkha ban in Odisha but liquor ?| ଗୁଟଖା କହୁଛି ମଦ କାହାଣୀ

The Great Odisha political circus| Ep 842| Gutkha ban in Odisha but liquor ?| ଗୁଟଖା କହୁଛି ମଦ କାହାଣୀ

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]