ଟିପି ଟିପି ନୂଆପଡ଼ାରେ ନେଇଗଲେ 90 % ଯାଏଁ | Odisha Reporter
Автор: Odisha Reporter
Загружено: 2025-11-13
Просмотров: 35538
Описание:
#ଟିପି_ଟିପି_ନୂଆପଡ଼ାରେ_ନେଇଗଲେ_90%_ଯାଏଁ
ନୂଆପଡ଼ାରେ ହୋଇଛି ରେକର୍ଡ ସଂଖ୍ୟକ ଭୋଟିଂ, ଅନେକ ସ୍ଥାନରେ 91 ପ୍ରତିଶତ । ବିଜେଡି କହିଲା 41ଟି ବୁଥରେ 91 ପ୍ରତିଶତ ଭୋଟ ଜନାଦେଶ ନା ଯନ୍ତ୍ରାଦେଶ । ଅତନୁ କହିଲେ କୁଲିଂ ପିରିୟଡରେ ଆମେ ଏରିଆ ଛାଡିଦେଲୁ ହେଲେ ବିଜେପି ନେତା ପଡିକି ରହିଲେ । ଲେଖାଶ୍ରୀ କହିଲେ କେମିତି ହେଲା 90 %ରୁ ଅଧିକ ଭୋଟ ତଥ୍ୟ ଦିଅ ନହେଲେ ରେଜଲଟକୁ ବହିସ୍କାର କରିବୁ । ବିଜେପିର ପ୍ରଶ୍ନ ଯେଉଁ ବୁଥ କଥା କହୁଛ ସେହି ବୁଥରେ କଣ ବିଜେଡିର ଏଜେଣ୍ଟ ନଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #nuapadabyelection #voting #lekhashreesamantsinghar #BJD #BJP #OdishaPolitics
Повторяем попытку...
Доступные форматы для скачивания:
Скачать видео
-
Информация по загрузке: