ମୋ ଧନ ରେ ll ODIA FAMILY SONG ll MANOJ RANA ll MANMATH KUMAR
Автор: Manmath Kumar creations
Загружено: 2026-01-30
Просмотров: 129
Описание:
ଯେତେବେଳେ ଗୋଟିଏ ଶିଶୁ ଘରକୁ ଆସେ,
ସେତେବେଳେ ଘର ନୁହେଁ—ସମ୍ପୂର୍ଣ୍ଣ ଜୀବନ ହସିଉଠେ।
ଗୋଟିଏ ଛୁଆ ର ହସରେ,
ଖାଲି ଘରଟା ପୂର୍ଣ୍ଣ ହୋଇଯାଏ।
ଶିଶୁ ଆସିଲେ ଘରର
ହୃଦୟକୁ ଆଲୋକିତ କରେ।
ଛୁଆ ଘରକୁ ଆସିଲେ,
ସ୍ବପ୍ନଗୁଡ଼ିକୁ ଠିକଣା ମିଳେ।
ଗୋଟିଏ ଶିଶୁ = ହଜାର ଖୁସି,
ସେଇଁଥିପାଇଁ ଘର ପୂରା ହୋଇଯାଏ। କିଛି ଏମିତିକା ବିଷୟବସ୍ତୁ କୁ ନେଇ ଏହି ଗୀତ ଟିକୁ ଆମେ ନବୀ ଆସିଛୁ. AI ଦ୍ୱାରା ନିର୍ମିତ ଏହି ଗୀତଟି ର ଲେଖକ ଶ୍ରୀ ମନୋଜ ରଣା ବାବୁ ଏବଂ ଏହାର ପ୍ରସ୍ତୁତକର୍ତ୍ତା ମନ୍ମଥ କୁମାର ଅଟନ୍ତି.
#manmath kumar
#odia family song
#family song
Повторяем попытку...
Доступные форматы для скачивания:
Скачать видео
-
Информация по загрузке: