ଗର୍ଭାବସ୍ଥାରେ କେଉଁ ସ୍କାନ୍ କେବେ କରିବେ? Pregnancy Ultrasound Scan Guide in Odia | | Dr. Anamika Mishra
Автор: Precaution For Health
Загружено: 2026-03-02
Просмотров: 12601
Описание:
ଗର୍ଭାବସ୍ଥାରେ କେଉଁ କେଉଁ ଅଲଟ୍ରାସାଉଣ୍ଡ ଜରୁରୀ? Pregnancy Ultrasound କେବେ କରିବା ଉଚିତ? Dating Scan, NT Scan, Anomaly Scan ଓ Growth Scan କାହିଁକି ଅତ୍ୟାବଶ୍ୟକ? Watch The Excusive Interview of Dr Anamika Mishra.
📍 Bhubaneswar Multi-speciality clinic, Soubhagya Nagar, Unit- 8
Plot no. 1201/4603, Bhubaneswar -19
📞 Contact phone number +91- 7205948078
ଏହି ଭିଡିଓରେ ଆମେ ଗର୍ଭାବସ୍ଥାର 1ମ ମାସ ଠାରୁ 9ମ ମାସ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ Pregnancy Ultrasound ବିଷୟରେ Dr. Anamika Mishra ସହଜ ଭାଷାରେ ପରାମର୍ଶ ଦେଇଛନ୍ତି ।
ଏହି 5ଟି ମୁଖ୍ୟ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ଜଣାପଡେ —
✅ ଶିଶୁର ହୃଦ୍ଗତି ଠିକ୍ ଅଛି କି
✅ ଶିଶୁର ବିକାଶ ସଠିକ୍ ଭାବେ ହେଉଛି କି
✅ ଜନ୍ମଜାତ ଅସାମାନ୍ୟତା (Birth Defects) ରିସ୍କ
✅ ପ୍ଲାସେଣ୍ଟା ଓ ଆମ୍ନିଓଟିକ୍ ଫ୍ଲୁଇଡ୍ ଅବସ୍ଥା
📌 Important Pregnancy Scans Covered:
• Dating Scan (6–9 Weeks)
• NT Scan (11–14 Weeks)
• Anomaly Scan (18–22 Weeks)
• Growth Scan (28–32 Weeks)
• Final Wellbeing Scan
ଗର୍ଭାବସ୍ଥାରେ ସମୟରେ ସ୍କାନ୍ କରିବା ଶିଶୁ ଓ ମାଆଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଦରକାର। ଭୁଲରେ ବି ଏହି ଅଲ୍ଟ୍ରାସାଉଣ୍ଡ ମିସ୍ କରନ୍ତୁ ନାହିଁ।
ଯଦି ଆପଣ ଗର୍ଭବତୀ ଅଛନ୍ତି କିମ୍ବା ପ୍ରେଗନେନ୍ସି ପ୍ଲାନ୍ କରୁଛନ୍ତି, ଏହି ଭିଡିଓ ଆପଣଙ୍କ ପାଇଁ ଅତ୍ୟାବଶ୍ୟକ।
Precaution For Health ରେ ଆମେ ଦେଉଛୁ ସଠିକ୍ ଡାକ୍ତରୀ ପରାମର୍ଶ ଓ ସଚେତନତା ଭିଡିଓ।
👉 ଭିଡିଓଟି Like, Share ଓ Subscribe କରନ୍ତୁ — ଆପଣଙ୍କ ଗୋଟିଏ Share କାହାର ଜୀବନ ବଞ୍ଚାଇପାରେ।
Pregnancy Ultrasound in Odia
Important Ultrasound in Pregnancy
Dating Scan
NT Scan
Anomaly Scan
Growth Scan
Pregnancy Scan Schedule
Baby Development Scan
Pregnancy Health Tips
pregnancy ultrasound
pregnancy ultrasound guide
pregnancy scan timeline
ultrasound during pregnancy
pregnancy scan list
baby growth scan
pregnancy ultrasound week by week
pregnancy ultrasound in odia
pregnancy care tips
safe pregnancy guide
pregnancy doctor advice
pregnancy health tips
pregnancy tests list
#ntscan #anomalyscan #DatingScan #growthscan #pregnancycare #babydevelopment #prenatalcare #pregnancytips #ultrasoundscan #pregnancyguide #precautionforhealth #odiahealthtips #healthtips
---------------Let’s Stay Connected-------------------
Connect with us:
Website: https://www.mohealth.co.in
Facebook: / precautionfo.... .
Twitter: / precautionfh. .
WhatsApp: https://chat.whatsapp.com/LDqLIwLOfZ0....
Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Повторяем попытку...
Доступные форматы для скачивания:
Скачать видео
-
Информация по загрузке: