ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଏଣ୍ଟ୍ରି ,ଇଂଲଣ୍ଡ ସହ ହେବ ମୁହାଁମୁହିଁ ! India to reach U19 World Cup Final
Автор: Pratidin TV
Загружено: 2026-02-04
Просмотров: 103
Описание:
ଅଣ୍ଡର-୧୯ ବିଶ୍ବକପ୍ ଫାଇନାଲରେ ଏଣ୍ଟ୍ରି ମାରିଲା ଟିମ୍ ଇଣ୍ଡିଆ,ଇଂଲଣ୍ଡ ସହ ହେବ ମୁହାଁମୁହିଁ ! ବିଶ୍ବକପ୍ ଫାଇନାଲରେ ‘ବ୍ଲୁ ବ୍ରିଗେଡ’ । ଅଣ୍ଡର-୧୯ ବିଶ୍ବକପ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୬ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ । ଭାରତୀୟ ଅଣ୍ଡର-୧୯ ଦଳ ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ହରାରେଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୩୧୧ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୪୧.୧ ଓଭରରେ ହାସଲ କରି ନୂଆ ରେକର୍ଡ କରିଛି । India to reach U19 World Cup Final
#India #reach #U19 #WorldCupFinal #SPORTS #CRICKET #pratidintv #SPORTSNEWS
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: