ମାଆ ଝିଅଙ୍କୁ ଥାର୍ ଚଢ଼ାଇ ମାରିଥିଲା, ପୁରୀରୁ ବନ୍ଧାହେଲା | Patrapada Hit And Run Case | Odisha Reporter
Автор: Odisha Reporter
Загружено: 2025-09-24
Просмотров: 69080
Описание:
#ଦେଢ_ମାସ_ପରେ_ବନ୍ଧା_ହେଲେ_କିଲର_ଥାର୍_ମାଲିକ
#ମାଆ_ଝିଅଙ୍କୁ_ରାସ୍ତା_ଉପରେ_ଚାପି_ମାରିଥିଲା_ଗାଡ଼ି
ଦେଢ ମାସର ଲୁଚକାଳି ଖେଳ। ପୁଲସ ପଞ୍ଛାରେ ପଡୁ ନ ଥିଲା ଅଭିଯୁକ୍ତ। ଶେଷରେ ଆଜି ଧରାପଡ଼ିଛି। ଥାର ଗାଡିର ମାଲିକ ସୋମନାଥ ବେହେରା । ରେସିଂ କରିବା ନିଶାରେ ଚୁର୍ ଥିଲା। ସେଦିନ ମଣିଷ ମାରିଥିଲା। ରାସ୍ତାରେ ଯାଉଥିବା ମହିଳା ଓ ତାଙ୍କ ଝିଅକୁ ପୋକମାଛି ଭାବି ଗାଡିରେ ଦଳି ଦେଇଥିବା ଅଭିଯୋଗ ହୋଇଥିଲା। ଦୁଇ ଦୁଇଟି ଜୀବନ ଯିବା ପରେ ଫେରାର ମାରିଥିଲା ସୋମନାଥ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #tharowner #killerthar #Bhubaneswar #Patrapada #HitAndRunCase #arrest #khandagiripolice
Повторяем попытку...
Доступные форматы для скачивания:
Скачать видео
-
Информация по загрузке: