ମା’ ନାରାୟଣୀଙ୍କ ଅନ୍ୟ ଏକ ସ୍ୱରୂପ ମା’ କାଠିଠାକୁରାଣୀଙ୍କ ଜଳଯାତ୍ରା ଶ୍ରୀ ଶ୍ରୀ ମା’ ନାରାୟଣୀ
Автор: RNJN
Загружено: 2026-02-23
Просмотров: 99
Описание:
ଜୟ ମା’ ନାରାୟଣୀ!ମା’ ନାରାୟଣୀଙ୍କ ଅନ୍ୟ ଏକ ସ୍ୱରୂପ ମା’ କାଠିଠାକୁରାଣୀଙ୍କ ଜଳଯାତ୍ରା ଶ୍ରୀ ଶ୍ରୀ ମା’ ନାରାୟଣୀଙ୍କ ଚରଣ କମଳରେ ପ୍ରଣାମହେ ବିଶ୍ୱଜନନୀ ମା’ ନାରାୟଣୀ,ତୁମେ ଶକ୍ତିସ୍ୱରୂପିଣୀ, ତୁମେ ପରମ କରୁଣାମୟୀ । ତୁମର ଅପାର ମହିମାରେ ଏ ସଂସାର ଆଲୋକିତ । ମୁଁ ତୁମର ଜଣେ ଅଧମ ସନ୍ତାନ ଭାବରେ ଆଜି ତୁମ ପାଖରେ ମନର କଥା ଜଣାଉଛି ।"ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ,
ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ।" #bakutagaon #2026 #OdiaPost
Повторяем попытку...
Доступные форматы для скачивания:
Скачать видео
-
Информация по загрузке: