RAJA MANONKO RAJA/ SANJAY KUMAR GONDA/ SINGER PRASANTI/NEW CHRISTIAN SONG
Автор: Sanjay Kumar gonda
Загружено: 2025-12-21
Просмотров: 1570
Описание:
RAJA MANONKO RAJA/ SANJAY KUMAR GONDA/ SINGER PRASANTI/NEW CHRISTIAN SONG Song credit Sanjay Kumar gonda
:Lyrics music singing arrangement
:By singer Sanjay Kumar gonda
:Singer Prashanti kuldeep
:Keyboard music bhugola
:Mixing mastering record
(Bhugola)
Record Graes studio perahandi Rinku bhaina
:Spcial thanks tinku dada & umakant Kesayb
:Watssap 8926018141:82496 68215
ଜନ ମିଲେ ଗୁହାଳ ଘରେ ,
ବେଥଲିହିମରେ ମେରିଙ୍କ କୋଳେ
ରାଜାମାନଙ୍କର ରାଜ....
ଆସ ଦେଖୀଜୀବା
ପ୍ରଣାମ କରିବା କରିବା
କରିବା ତାଙ୍କରି ପୁଜା 2...ଊର୍ଦ୍ଧ୍ୱଲୋକରେ ପ୍ରଭୁଙ୍କ ମହିମା 4,
(୧) ଜନମ ତାଙ୍କର କି ଚତ୍ମକାର
ବିନା ପୁରୁଷର
କିମ୍ଵା ସଂସ୍ପର୍ଶର
ମାନବ ରୁପ ନେଇଁ ଆଶି ଈଶ୍ଵର
ମାନବ ଜାତିକୁ କଲେ ଉଦାର
ଅନ୍ଦକାରେ ଥିଲେ ଯେତେ ପାପି ନର
ଜ୍ୟୋତି ଦେଖାଇଲେ
ସେ ଜୀବନର
ସେ ଯୀଶୁ ଅଟନ୍ତି
ସର୍ଗର ଦ୍ଵର
ପାଳକ ଅଟନ୍ତି
ଆମ ଆତ୍ମାର
ଯୀଶୁ ହିଁ ପଥସତ୍ଯ
ଅନନ୍ତ ଜୀବନ
ଯେ କରେ ବିଶ୍ୱାସ
ପାଏ ପରିତ୍ରାଣ
ମୁକତି ଦେବାକୁ ଆସିଲେ ଊର୍ଦ୍ଧ୍ୱଲୋକରେ ପ୍ରଭୁଙ୍କ ମହିମା 4,
ଜନ ମୀଲେ......
2 ତାଙ୍କ ଜନମରେ ମନ ତ ଉଲ୍ଲାସ
କରିବା ତାଙ୍କ ନାମେ ଆନନ୍ଦ ହରସ ଆଶ୍ଚର୍ଯ୍ୟ ତାଙ୍କ ନାମ
ସରଗୁ ହେଲା ଦତ୍ତ ସ୍ୱର୍ଗ, ମର୍ତ୍ତ୍ୟ ପାତାଳ
ସେ ନାମରେ ନତ
ଯୀଶୁ ହିଁ ପଥସତ୍ଯ
ଅନନ୍ତ ଜୀବନ
ଯେ କରେ ବିଶ୍ୱାସ
ସେ ପାଏ ପରିତ୍ରାଣ
ମୁକତି ଦେବାକୁ ଆସିଲେ ଊର୍ଦ୍ଧ୍ୱଲୋକରେ ପ୍ରଭୁଙ୍କ ମହିମା 4,
ଜନ ମୀଲେ......
Повторяем попытку...
Доступные форматы для скачивания:
Скачать видео
-
Информация по загрузке: