ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ପତକାଲାଗି ଦର୍ଶନ କଲେ ଚିନ୍ତାରୁ ମୁକ୍ତି ଓ ମନସ୍କାମନା ପୂର୍ଣ୍ଣର ଅନୁଭୂତି(19-Jan)PATAKALAGI | JAY JAGANNATH TV

Автор: JAY JAGANNATH TV

Загружено: 2026-01-19

Просмотров: 3233

Описание: "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ପତକାଲାଗି ଦର୍ଶନ କଲେ ଚିନ୍ତାରୁ ମୁକ୍ତି ଓ ମନସ୍କାମନା ପୂର୍ଣ୍ଣର ଅନୁଭୂତି(19-Jan)PATAKALAGI | JAY JAGANNATH TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ବଡ଼ଦାଣ୍ଡର ଅସମ୍ଭବ ଚମତ୍କାର! ✨ ରଥଯାତ୍ରାରେ ହଜିଯାଇଥିବା ଭାଇକୁ କିପରି ଫେରାଇଲେ ଜଗନ୍ନାଥ? | Bhaktanka Anubhuti

ବଡ଼ଦାଣ୍ଡର ଅସମ୍ଭବ ଚମତ୍କାର! ✨ ରଥଯାତ୍ରାରେ ହଜିଯାଇଥିବା ଭାଇକୁ କିପରି ଫେରାଇଲେ ଜଗନ୍ନାଥ? | Bhaktanka Anubhuti

ଏତେ ସବୁ କଥା କହିଦେଲେ ଖୁସିମା / Rupa Pin2 Khushi

ଏତେ ସବୁ କଥା କହିଦେଲେ ଖୁସିମା / Rupa Pin2 Khushi

ଅଣାକାର ମନ୍ତ୍ର ଜପ କଲେ ଓ ଯନ୍ତ୍ରପୂଜା କଲେ କି ଫଳ ମିଳିବ ?  | Malika Bachana | Ep416 | Prarthana Life

ଅଣାକାର ମନ୍ତ୍ର ଜପ କଲେ ଓ ଯନ୍ତ୍ରପୂଜା କଲେ କି ଫଳ ମିଳିବ ? | Malika Bachana | Ep416 | Prarthana Life

News Fuse 19 JAN 2026

News Fuse 19 JAN 2026

ଅଭିଳାଷ ପୂରଣ କଲେ କାଳିଆ: ଯାହା ମନରେ ଚାହିଁଥିଲି, ସାକ୍ଷାତ୍ ସେହି ଦୃଶ୍ୟ ଦେଖାଇଲେ ପ୍ରଭୁ Jay Jagannath TV

ଅଭିଳାଷ ପୂରଣ କଲେ କାଳିଆ: ଯାହା ମନରେ ଚାହିଁଥିଲି, ସାକ୍ଷାତ୍ ସେହି ଦୃଶ୍ୟ ଦେଖାଇଲେ ପ୍ରଭୁ Jay Jagannath TV

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Maya O Mamata - ମାୟା ଓ ମମତା | Full Episode 603 | Odia Mega Serial | Mon–Sat @7PM | Sidharth TV

Maya O Mamata - ମାୟା ଓ ମମତା | Full Episode 603 | Odia Mega Serial | Mon–Sat @7PM | Sidharth TV

हमारे गाँव का सेम फली अचार 🤤 इतना टेस्टी कि एक दिन में चट हो जाए | Desi Achar Recipe 🔥

हमारे गाँव का सेम फली अचार 🤤 इतना टेस्टी कि एक दिन में चट हो जाए | Desi Achar Recipe 🔥

ବିଦେଶୀ ଦୟା ମା' ଜଗନ୍ନାଥଙ୍କୁ ଦେଖି ଶ୍ରୀମନ୍ଦିରରେ ବେହୋସ | Jagannath Mahima | Shakti Shankar Mishra

ବିଦେଶୀ ଦୟା ମା' ଜଗନ୍ନାଥଙ୍କୁ ଦେଖି ଶ୍ରୀମନ୍ଦିରରେ ବେହୋସ | Jagannath Mahima | Shakti Shankar Mishra

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୩  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV

News@9 Bulletin  19 January 2026 | ନ୍ୟୁଜ @9 ବୁଲେଟିନ୍

News@9 Bulletin 19 January 2026 | ନ୍ୟୁଜ @9 ବୁଲେଟିନ୍

କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life

କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଶ୍ରୀ ଜଗନ୍ନାଥ କଥାମୃତ/ଶ୍ରୀ ମନୋଜ ପ୍ରଧାନ/ଶ୍ରୀ ଦୀପ୍ତି ରଞ୍ଜନ ପ୍ରଧାନ/ sree manoj pradhan/LIVE...(ପାର୍ଟ-୧)

ଶ୍ରୀ ଜଗନ୍ନାଥ କଥାମୃତ/ଶ୍ରୀ ମନୋଜ ପ୍ରଧାନ/ଶ୍ରୀ ଦୀପ୍ତି ରଞ୍ଜନ ପ୍ରଧାନ/ sree manoj pradhan/LIVE...(ପାର୍ଟ-୧)

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

🔴 LIVE || ରାତି ୯ଟାର ବଡ଼ ଖବର || 9PM BREAKING NEWS  || Odisha || Odia News || Kanak News ||

🔴 LIVE || ରାତି ୯ଟାର ବଡ଼ ଖବର || 9PM BREAKING NEWS || Odisha || Odia News || Kanak News ||

ରାମାନନ୍ଦ ସାଗର କୃତ | ଶ୍ରୀକୃଷ୍ଣ ମହିମା ସଂକଳନ | ଭାଗ 130 | ତିଲକ ଓଡ଼ିଆ

ରାମାନନ୍ଦ ସାଗର କୃତ | ଶ୍ରୀକୃଷ୍ଣ ମହିମା ସଂକଳନ | ଭାଗ 130 | ତିଲକ ଓଡ଼ିଆ

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]