ନଖର ଯତ୍ନ କିପରି ନେବେ? | How to take care of your Nails? in Odia | Paronychia| Dr Kishan Kumar Agarwal
Автор: Swasthya Plus Odia
Загружено: 2025-11-11
Просмотров: 2023
Описание:
ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ, ନଖକୁ ଦାନ୍ତରେ ଛିଣ୍ଡାଇବା, ନଖକୁ ସଠିକ ଭାବରେ ନ କାଟିବା ଏବଂ ନଖ ବଡ଼ ରଖିବା। ଏହାଦ୍ୱାରା ନଖରେ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। କେବଳ ସେତିକି ନୁହଁ, ନଖ ବଢ଼େଇବା ଦ୍ୱାରା କଣ ନଖା ଏବଂ ନଖ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି। ନଖର ଯତ୍ନ କେମିତି ନେବେ? ଆସନ୍ତୁ ଜାଣିବା ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲଙ୍କଠାରୁ।
ଏହି ଭିଡିଓରେ ରହିଛି,
ନଖରେ କ’ଣ କ’ଣ ରୋଗ ହୋଇପାରେ? (0:00)
କଣ ନଖା ହେବାର କାରଣ କ’ଣ? (3:20)
ନଖର ଯତ୍ନ କେମିତି ନେବେ? (5:01)
Nail care is vital for maintaining overall health and hygiene. Proper nail care prevents infections, such as fungal or bacterial conditions, which can cause pain and discomfort. How to take care of your nails? Let's learn more from Dr Kishan Kumar Agarwal, a Dermatologist.
In this Video,
What diseases can affect a Nail? in Odia (0:00)
Causes of Paronychia, in Odia (3:20)
How to take care of your Nails? in Odia (5:01)
#NailCare #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: