ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ସନ୍ଧ୍ୟା ଆଳତୀ ଦର୍ଶନ (22-jan) | Sandhya Alati LIVE Darshan - Jagannath Temple | Jay Jagannath TV

Автор: JAY JAGANNATH TV

Загружено: 2026-01-22

Просмотров: 4587

Описание: 🙏 ଜୟ ଜଗନ୍ନାଥ 🙏
ଆଜି (22-jan-2026) ପୁରୀ ଶ୍ରୀମନ୍ଦିରରେ ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀର ଦିବ୍ୟ ଦର୍ଶନ LIVE

🌙 ଏହି ପବିତ୍ର ସନ୍ଧ୍ୟା ମୁହୂର୍ତ୍ତ ଭକ୍ତମାନଙ୍କ ପାଇଁ ଆଣେ ଶାନ୍ତି, ଭକ୍ତି ଓ ମଙ୍ଗଳ— ଘରେ ବସି ଅନୁଭବ କରନ୍ତୁ

📺 Jay Jagannath TV – ଆପଣଙ୍କ ଘରକୁ ନେଉଛି ଶ୍ରୀମନ୍ଦିର ପବିତ୍ର ପରିବେଶ

🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏

#sandhyaalati #patitapaban_arati #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ସନ୍ଧ୍ୟା ଆଳତୀ ଦର୍ଶନ (22-jan) | Sandhya Alati LIVE Darshan - Jagannath Temple | Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଆଜି(22-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଆଜି(22-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୬  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୬ ଅଧ୍ୟାୟ | Jay Jagannath TV

ସରସ୍ଵତୀ ପୂଜାକରି ଭାଗ୍ୟ ବଦଳିଯିବ ଜାଣନ୍ତୁ କେମିତି SaraswatiPuja | Dr. Ashutosh Prasad Mishra | Odisha 365

ସରସ୍ଵତୀ ପୂଜାକରି ଭାଗ୍ୟ ବଦଳିଯିବ ଜାଣନ୍ତୁ କେମିତି SaraswatiPuja | Dr. Ashutosh Prasad Mishra | Odisha 365

ରୂପା ତାଙ୍କ ଘରୁ ମୋ ପାଇଁ କଣ ସବୁ ନେଇକି ଆସିଥିଲ / Rupa Pin2 Khushi

ରୂପା ତାଙ୍କ ଘରୁ ମୋ ପାଇଁ କଣ ସବୁ ନେଇକି ଆସିଥିଲ / Rupa Pin2 Khushi

To Badapana Ku Dhik (ତୋ ବଡ଼ପଣକୁ ଧିକ) I New Jagannath Bhajan I Female Version I Diptimayee Dash

To Badapana Ku Dhik (ତୋ ବଡ଼ପଣକୁ ଧିକ) I New Jagannath Bhajan I Female Version I Diptimayee Dash

ମଙ୍ଗଳ ଆଳତୀ ଦର୍ଶନ (22-jan) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (22-jan) | Today's Live Mangala Alati - Puri Jagannath Temple | Jay Jagannath Tv

Tamilnadu to Bengal

Tamilnadu to Bengal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ଅତି ସହଜରେ ବନେଇଲୁ ହଜମୁଲା || Odia Family Vlog || Tapan Sanju Family Vlog

ଅତି ସହଜରେ ବନେଇଲୁ ହଜମୁଲା || Odia Family Vlog || Tapan Sanju Family Vlog

Patakalagi Darshan(22-Jan)ଆଜି ନାଲି ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Patakalagi Darshan(22-Jan)ଆଜି ନାଲି ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

DEULA TOLA -ଦେଉଳ ତୋଳା - EP-217 | ପ୍ରଭୁଙ୍କୁ ଚିହ୍ନିପାରିନଥିବାରୁ ଅନନ୍ତIର କୋହ | Siba Nana |Sidharth Utsav

DEULA TOLA -ଦେଉଳ ତୋଳା - EP-217 | ପ୍ରଭୁଙ୍କୁ ଚିହ୍ନିପାରିନଥିବାରୁ ଅନନ୍ତIର କୋହ | Siba Nana |Sidharth Utsav

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବିତୀୟ ସ୍କନ୍ଧର ୧୦ମ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବିତୀୟ ସ୍କନ୍ଧର ୧୦ମ ଅଧ୍ୟାୟ | Jay Jagannath TV

ଶୁଭ ଗୁରୁବାରରେ କାକଟପୁର ମା ମଙ୍ଗଳାଙ୍କ ଦିବ୍ୟ ବେଶ ଓ ଆଳତି ଦର୍ଶନ କରନ୍ତୁ 🪔//maa mangala nka Arati🪔#arati#maa

ଶୁଭ ଗୁରୁବାରରେ କାକଟପୁର ମା ମଙ୍ଗଳାଙ୍କ ଦିବ୍ୟ ବେଶ ଓ ଆଳତି ଦର୍ଶନ କରନ୍ତୁ 🪔//maa mangala nka Arati🪔#arati#maa

ଏଇଠୁ ରହିଛି ପାତାଳକୁ ବାଟ; ମୁଁ ଦେଖିଲି ଲୋକଙ୍କୁ ଦେଖେଇଲି  || Taneswari Bana || Paatal Lok

ଏଇଠୁ ରହିଛି ପାତାଳକୁ ବାଟ; ମୁଁ ଦେଖିଲି ଲୋକଙ୍କୁ ଦେଖେଇଲି || Taneswari Bana || Paatal Lok

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

MU PARA KUNI BHAKATA TORA । Official Studio version| Saishree Saloni।Jagannath Bhajan।Saloni muzic

MU PARA KUNI BHAKATA TORA । Official Studio version| Saishree Saloni।Jagannath Bhajan।Saloni muzic

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]